ଗାଙ୍ଗୁଲୀ ଲର୍ଡ୍ସରେ ସାର୍ଟ ଖୋଲିବାବେଳେ, ଜାଣନ୍ତୁ କିଏ ତାଙ୍କୁ ଅଟକାଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍ଟେନ୍‌ ସୌରଭ ଗାଙ୍ଗୁଲୀଙ୍କର ଐତିହାସିକ ଲର୍ଡ୍ସ ଷ୍ଟାଡିୟମ ସହ ଅନେକ ସ୍ମୃତି ଜଡ଼ିତ ରହିଛି। ୨୦୦୨ରେ ଖେଳାଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲ୍‌ ମୁକାବିଲାରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ଗାଙ୍ଗୁଲୀ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେ ନିଜ ସାର୍ଟକୁ ମଧ୍ୟ ଖୋଲିଦେଇଥିଲେ। ନିକଟରେ ଏହି ଘଟଣାକୁ ମନେପକାଇ ଗାଙ୍ଗୁଲୀ କହିଛନ୍ତି ଯେ ଯେତେବେଳେ ସେ ନିଜ ସାର୍ଟକୁ ଖୋଲୁଥିଲେ ସେତେବେଳେ ତାଙ୍କୁ ଭିଭିଏସ୍‌ ଲକ୍ଷ୍ମଣ […]

611439ea-86b3-4c17-9e53-97387fc2302c

611439ea-86b3-4c17-9e53-97387fc2302c

Rakesh Mallick
  • Published: Friday, 27 July 2018
  • Updated: 27 July 2018, 08:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍ଟେନ୍‌ ସୌରଭ ଗାଙ୍ଗୁଲୀଙ୍କର ଐତିହାସିକ ଲର୍ଡ୍ସ ଷ୍ଟାଡିୟମ ସହ ଅନେକ ସ୍ମୃତି ଜଡ଼ିତ ରହିଛି। ୨୦୦୨ରେ ଖେଳାଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲ୍‌ ମୁକାବିଲାରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ଗାଙ୍ଗୁଲୀ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେ ନିଜ ସାର୍ଟକୁ ମଧ୍ୟ ଖୋଲିଦେଇଥିଲେ।

ନିକଟରେ ଏହି ଘଟଣାକୁ ମନେପକାଇ ଗାଙ୍ଗୁଲୀ କହିଛନ୍ତି ଯେ ଯେତେବେଳେ ସେ ନିଜ ସାର୍ଟକୁ ଖୋଲୁଥିଲେ ସେତେବେଳେ ତାଙ୍କୁ ଭିଭିଏସ୍‌ ଲକ୍ଷ୍ମଣ ଏମିତି ନକରିବାକୁ କହିଥିଲେ। କିନ୍ତୁ ଜିତିବାର ଜୋସ୍‌ରେ ଗାଙ୍ଗୁଲୀ ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯେ ସେତେବେଳେ ସେ ଲକ୍ଷ୍ମଣଙ୍କ କଥା ମଧ୍ୟ ମାନି ନଥିଲେ। ସେ କହିଛନ୍ତି, ସେହି ଘଟଣା ଆଜି ବି ବେଳେବେଳେ ତାଙ୍କ ଆଖି ସାମ୍ନାକୁ ଆସିଯାଏ। ଗାଙ୍ଗୁଲୀ କହିଛନ୍ତି, ଏମିତି କଣ ପାଇଁ କରିଥିଲେ ବୋଲି ତାଙ୍କ ଝିଅ ମଧ୍ୟ ବେଳେବେଳେ ପଚାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story