IND vs IRE: ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ଖାତାରେ ଏକାଧିକ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଓ ଧୱନଙ୍କ ଆକର୍ଷଣୀୟ ପାଳି ବଳରେ ଭାରତ ଆର୍ୟଲାଣ୍ଡକୁ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଚଳିତ ସିଜିରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆର୍ୟଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୨୦୮ ରନ୍। ତେବେ ଜବାବରେ ନିର୍ଦ୍ଧାରିତ ଓଭର ମଧ୍ୟରେ […]

record

record

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଓ ଧୱନଙ୍କ ଆକର୍ଷଣୀୟ ପାଳି ବଳରେ ଭାରତ ଆର୍ୟଲାଣ୍ଡକୁ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଚଳିତ ସିଜିରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆର୍ୟଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୨୦୮ ରନ୍। ତେବେ ଜବାବରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ମାତ୍ର ୧୩୨ ରନ କରିବାକୁ ସକ୍ଷମ ହୋଇଥିଲ ଆର୍ୟଲାଣ୍ଡ।India vs Ireland Live

ଭାରତ ପାଇଁ ଏହି ଟି-ଟ୍ୱେଣ୍ଟି ବେଶ୍‌ ଖାସ୍ ଥିଲା। କାରଣ ଆର୍ୟଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ତାର ୧୦୦ ତମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂରଣ କରିଛି। ଭାରତ ଏହି ଶତକୀୟ ମ୍ୟାଚ୍‌ରେ ବିଜୟ ହାସଲ କରି ଏହାକୁ ୟାଦଗାର୍‌ କରିଛି। ଏହାସହ ଅନେକ ରେକର୍ଡ ଭାରତ ନିଜ ନାଁରେ କରିଛି।Image result for India vs Ireland

୧-ଭାରତୀୟ ଓପନର୍‌ ରୋହିତ ଶର୍ମା ଓ ଧୱନଙ୍କ ଯୋଡ଼ି ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ କରିପାରିଛନ୍ତି। ପ୍ରଥମ ୱିକେଟ୍‌ ପାର୍ଟନରସିପରେ ରୋହିତ ଓ ଧୱନଙ୍କ ଯୋଡ଼ି ୧୬୦ ରନ୍‌ର ପାଳି ଖେଳିଛନ୍ତି। ଏହା ପୂର୍ବରୁ ୨୦୧୭ରେ ଶ୍ରଲଙ୍କା ବିପକ୍ଷରେ ରୋହିତ ଶର୍ମା ଓ ରାହୁଲଙ୍କ ଯୋଡ଼ି ପ୍ରଥମ ୱିକେଟ ପାର୍ଟନରସିପ୍‌ରେ ୧୬୫ ରନ କରିଥିଲେ।Image result for india vs ireland t-20 rohit and dhawan

୨- ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସର୍ବାଧିକ ସ୍କୋର୍‌ କରିଥିବା ବିଶ୍ୱର ଟପ୍‌-୫ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।Image result for india vs ireland t-20 rohit and dhawan

୩- ଧୱନ ନିଜର ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ଟି-ଟ୍ୱେଣ୍ଟିରେ ୬୦୦୦ ହଜାର ରନ ପୂରଣ କରିଛନ୍ତି। ଷଷ୍ଠ ଭାରତୀୟ ଭାବେ ଧୱନ ଟି-ଟ୍ୱେଣ୍ଟିରେ ୬୦୦୦ ରନ ପୂରଣ କରିଛନ୍ତି।Related image

୪-ବିରାଟ କୋହଲି ଏହି ମ୍ୟାଚ୍‌ରେ ବିନା ଖାତ ଖୋଲି ଆଉଟ୍‌ ହୋଇଯାଇଥିଲେ। ପ୍ରଥମ ଥର ପାଇଁ ବିଦେଶ ମାଟିରେ ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଖାତା ନ ଖୋଲି ଆଉଟ୍‌ ହୋଇଛନ୍ତି।Image result for india vs ireland t-20 record

୫-ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଉର୍ଦ୍ଧ ରନ କରିପାରିଥିଲା। ଟି-ଟ୍ୱେଣ୍ଟି ଫର୍ମାଟରେ ୧୦ ଥର ଭାରତ ୨୦୦ରୁ ଉର୍ଦ୍ଧ ରନ କରିଛି। ଏହି ମାମଲାରେ ଭାରତ ଉପରେ କେବଳ ଦକ୍ଷିଣ ଆଫ୍ରିକା ଅଛି। ଏହି ଟିମ୍‌ ୧୧ ଥର ୨୦୦ ରନ ଉପରରେ ସ୍କୋର କରିଛି।     Related image

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story