ନିଦାହାସ୍ ସିରିଜ: ବାଂଲାଦେଶକୁ ୬ ୱିକେଟ୍‌ରେ ହରାଇଲା ଭାରତ

କଲୋମ୍ବୋ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ ବାଂଲାଦେଶକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟ୍‌ ହରାଇ ୧୩୯ ରନ୍‌ କରିଥିଲା। ୧୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଏବଂ ଶିଖର ଧୱନ ଯଥାକ୍ରମେ ୧୭ ଏବଂ ୫୫ ରନ୍‌ କରିଥିଲେ। ଧୱନ ତାଙ୍କ ଇଂନିସ୍‌ରେ ୨ଟି ଛକା […]

india

india

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 10:57 PM IST

କଲୋମ୍ବୋ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ ବାଂଲାଦେଶକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟ୍‌ ହରାଇ ୧୩୯ ରନ୍‌ କରିଥିଲା। ୧୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଏବଂ ଶିଖର ଧୱନ ଯଥାକ୍ରମେ ୧୭ ଏବଂ ୫୫ ରନ୍‌ କରିଥିଲେ। ଧୱନ ତାଙ୍କ ଇଂନିସ୍‌ରେ ୨ଟି ଛକା ଏବଂ ୫ଟି ଚୌକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଶଭ ପନ୍ତ ୭, ସୁରେଶ ରାଇନା ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ। ମନିସ ପାଣ୍ଡେ ୨୭ ଏବଂ ଦିନେଶ କାର୍ତ୍ତିକ ୨ ରନ୍‌ କରି ଅପରାଜିତ ରହିବା ସହ ଟିମ୍‌କୁ ଜିତାଇଥିଲେ।

ବାଂଲାଦେଶ ପକ୍ଷରୁ ଆର. ହୁସେନ୍‌ ୨ଟି ୱିକେଟ୍‌ ନେଇଥିବା ବେଳେ ଏମ୍‌. ରହେମାନ ଏବଂ ଟି. ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟସ୍‌ ଜିତିବା ପରେ ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶର ଆରମ୍ଭ ଭଲ ହୋଇ ନଥିଲା। ଦଳୀୟ ସ୍କୋର ୨୦ରେ ପହଞ୍ଚି ଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଦଳ ପକ୍ଷରୁ ଏଲ. ଦାସ ୩୪ ଏବଂ ଏସ୍‌. ରେହମାନ ୩୦ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନଥିଲେ।

ଭାରତ ପକ୍ଷରୁ ଜେ. ଉଦାନକଟ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ବିଜୟ ଶଙ୍କର ୨ଟି, ସରଦୁଲ ଠାକୁର ଏବଂ ୱାଇ. ଚହଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story