ବିରାଟବାହିନୀର ସ୍ପିନ୍‌ରଙ୍କ ଯାଦୁ: ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା 

ନୂଆଦିଲ୍ଲୀ: ଭାରତୀୟ ସ୍ପିନ୍‌ରେ ଦକ୍ଷିଣ ଆଫ୍ରିକା ଧରାଶାୟୀ। ଚହଲ ଓ କୁଳଦୀପ ଯାଦବଙ୍ଗ ସ୍ପିନ ଯାଦୁ ବଳରେ ସେଂଚୁରିଆନ୍ ଦିନିକିଆରେ ୯ ଓ୍ୱିକେଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲି ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି  ନେଇଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୨ ଓଭର ୨ ଟି ବଲରେ  ମାତ୍ର ୧୧୮ ରନ୍ କରି ଅଲ୍ଆଉଟ ହୋଇଥିଲା । ଚହଲ୍ ୫ଟି ଓ କୁଳଦୀପ ଯାଦବ […]

mohit-18

mohit-18

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 07:54 PM IST

ନୂଆଦିଲ୍ଲୀ: ଭାରତୀୟ ସ୍ପିନ୍‌ରେ ଦକ୍ଷିଣ ଆଫ୍ରିକା ଧରାଶାୟୀ। ଚହଲ ଓ କୁଳଦୀପ ଯାଦବଙ୍ଗ ସ୍ପିନ ଯାଦୁ ବଳରେ ସେଂଚୁରିଆନ୍ ଦିନିକିଆରେ ୯ ଓ୍ୱିକେଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲି ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି  ନେଇଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୨ ଓଭର ୨ ଟି ବଲରେ  ମାତ୍ର ୧୧୮ ରନ୍ କରି ଅଲ୍ଆଉଟ ହୋଇଥିଲା । ଚହଲ୍ ୫ଟି ଓ କୁଳଦୀପ ଯାଦବ ୩ଟି ଓ୍ୱିକେଟ ନେଇଛନ୍ତି ।  ୧୧୯ ବିଜୟ ଲକ୍ଷ୍ୟର ପିଛା କରି ରୋହିତ ଶର୍ମା ଓ ଶିଖର ଧାଓ୍ୱନ ଦ୍ରୁତ  ଗତିରେ ରନ୍ ସଂଗ୍ର କରିଛନ୍ତି। ତେବେ ରୋହିତ୍ ୧୫ ରନ୍ କରି ଆଉଟ ହେବା ପରେ କୋହଲି ଆସିଥିଲେ ଅ। ସେ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ।  ୨୦ ଓଭର ୩ ଟି ବଲରେ ମାତ୍ର ଗୋଟିଏ ଓ୍ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଧାଓ୍ୱନ  ୫୧ ଓ କୋହଲି ୪୬ ରନ୍ କରି ନଟ୍ ଆଉଟ ରହିଛନ୍ତି । ଏହି ବିଜୟ ସହିତ ଭାରତ ୨-୦ରେ ସିରିଜ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story