ଚୀନକୁ ଧୂଳି ଚଟାଇଲା ଭାରତ: ପ୍ରୋ-ବକ୍ସିଂରେ ବିଜେନ୍ଦର୍‌ଙ୍କ ଲଗାତର ୯ମ ବିଜୟ

ମୁମ୍ବାଇ: ଭାରତର ଷ୍ଟାର ବକ୍ସର୍‌ ବିଜେନ୍ଦର୍‌ ପୁଣି ସାଜିଲେ ରିଙ୍ଗରେ କିଙ୍ଗ୍‌। ପ୍ରୋଫେସନାଲ୍‌ ବକ୍ସିଂରେ ସେ ଲଗାତର ବିଜୟ ହାସଲ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଚୀନର ଜୁଲପିକର ମୈମୈତିଆଲିଙ୍କୁ ହରାଇ ଲଗାତର ନବମ ଥର ପାଇଁ ବିଜୟ ହାସଲ କରିଛନ୍ତି ଭାରତୀୟ ବକ୍ସର ବିଜେନ୍ଦର୍ ସିଂ। ୩୧ ବର୍ଷିୟ ବିଜେନ୍ଦର ତାଙ୍କ ପେଶାଦାର ବକ୍ସିଂର ସମସ୍ତ ମ୍ୟାଚ ଜିତିବାର ରେକର୍ଡକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏହି ମ୍ୟାଚ ମୁମ୍ବାଇରେ ଖେଳାଯାଇଥିଲା।  ପ୍ରଥମ ୩ ରାଉଣ୍ଡରେ ଜୁଲପିକର […]

v1

v1

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 11:07 PM IST

Sports

Latest News

ମୁମ୍ବାଇ: ଭାରତର ଷ୍ଟାର ବକ୍ସର୍‌ ବିଜେନ୍ଦର୍‌ ପୁଣି ସାଜିଲେ ରିଙ୍ଗରେ କିଙ୍ଗ୍‌। ପ୍ରୋଫେସନାଲ୍‌ ବକ୍ସିଂରେ ସେ ଲଗାତର ବିଜୟ ହାସଲ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଚୀନର ଜୁଲପିକର ମୈମୈତିଆଲିଙ୍କୁ ହରାଇ ଲଗାତର ନବମ ଥର ପାଇଁ ବିଜୟ ହାସଲ କରିଛନ୍ତି ଭାରତୀୟ ବକ୍ସର ବିଜେନ୍ଦର୍ ସିଂ। ୩୧ ବର୍ଷିୟ ବିଜେନ୍ଦର ତାଙ୍କ ପେଶାଦାର ବକ୍ସିଂର ସମସ୍ତ ମ୍ୟାଚ ଜିତିବାର ରେକର୍ଡକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏହି ମ୍ୟାଚ ମୁମ୍ବାଇରେ ଖେଳାଯାଇଥିଲା।  ପ୍ରଥମ ୩ ରାଉଣ୍ଡରେ ଜୁଲପିକର ଓ ବିଜେନ୍ଦରଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଚତୁର୍ଥ ରାଉଣ୍ଡରେ ବିଜେନ୍ଦର୍ ଭଲ ପଞ୍ଚ ମାରି ଜୁଲପିକରଙ୍କୁ ତଳେ ପକାଇ ଦେଇଥିଲେ ଓ   ପରବର୍ତ୍ତୀ ରାଉଣ୍ଡରେ ଦମଦାର ଲଢ଼େଇ କରି ବିଜୟ ଲାଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story