ଇଣ୍ଡିଆ-ଆର୍ୟଲାଣ୍ଡ ଟି-ଟ୍ୱେଣ୍ଟି: କାଲି ଦ୍ୱିତୀୟ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ୟଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି କାଲି ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିପାରେ। ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର। ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ […]

ind-vs-ire759

ind-vs-ire759

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ୟଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି କାଲି ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିପାରେ।Related image

ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର। ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ  ଖେଳିବାକୁ ଯାଉଛି। ଯେଉଁଥିରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‌ ସାମିଲ। ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ କିପରି ମାତ୍‌ ଦେବ ସେଥିପାଇଁ ଭାରତ ଏକ ନୂଆ ରଣକୌଶଳ ସହିତ ପଡ଼ିଆକୁ ଓହ୍ଲାଇବ।Related image

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos