ରୋହିତଙ୍କ ଶତକ: ଦକ୍ଷିଣଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆର ଓପ୍ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଶତକ ବଳର ୨୭୪ କରିଛି। ଏହାର ଜବାବରେ ଦକ୍ଷିଣଆଫ୍ରିକା ୪ ୱିକେଟ୍‌ ହରାଇ ୧୩୪ ରନ୍‌ କରିଛି। ଦକ୍ଷିଣଆଫ୍ରିକାର ଓପ୍ନର ହାସିମ୍‌ ଆମଲ ୫୦ ଓ ହେନେରିକ୍‌ କାଲସନ୍‌ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡିଆ ୨, ଜସପ୍ରିତ ବୁମ୍ରା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି। ଦକ୍ଷିଣଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ […]

team_india_1518537820_618x347

team_india_1518537820_618x347

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 11:09 PM IST

Sports

Latest News

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆର ଓପ୍ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଶତକ ବଳର ୨୭୪ କରିଛି। ଏହାର ଜବାବରେ ଦକ୍ଷିଣଆଫ୍ରିକା ୪ ୱିକେଟ୍‌ ହରାଇ ୧୩୪ ରନ୍‌ କରିଛି। ଦକ୍ଷିଣଆଫ୍ରିକାର ଓପ୍ନର ହାସିମ୍‌ ଆମଲ ୫୦ ଓ ହେନେରିକ୍‌ କାଲସନ୍‌ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡିଆ ୨, ଜସପ୍ରିତ ବୁମ୍ରା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଦକ୍ଷିଣଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ଶିଖର ୩୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ରୋହିତ ଶର୍ମା ୧୧୫, ଅଧିନାୟକ ବିରାଟ୍‌ କୋହଲି ୩୬, ଆଜିଙ୍କ୍ୟ ରାହାଣେ ୮, ଶ୍ରେୟସ ଆୟାର ୩୦, ହାର୍ଦ୍ଦିକ ପାଣ୍ଡିଆ ୦, ଏମ୍‌ଏସ୍‌ ଧୋନି ୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଭୁବନେଶ୍ୱର କୁମାର ୧୯ ଓ କୁଲଦୀପ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos