ରେକର୍ଡ ପଥରେ ଭାରତ: ଟେବୁଲ ଟେନିସ ପରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି ଭାରତୀୟ ଖେଳାଳି। ଟେବୁଲ ଟେନିସ୍‌ ପରେ ଏବେ ବ୍ୟାଡମିଣ୍ଟନରେ ଇତିହାସ ରଚିଛି ଭାରତ। ଷ୍ଟାର ଖେଳାଳି ସାଇନା ନେହ୍ୱାଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ମିକ୍ସ ଡବଲରେ ମାଲେସିଆକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ବ୍ୟାଡମିଣ୍ଟନରେ ଏହା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ। ପ୍ରଥମ ମ୍ୟାଚ୍‌ର ମିକ୍ସ ଡବଲ ବର୍ଗରେ ସ୍ୱାତିକ ରାଙ୍କିରେଡ୍ଡି ଏବଂ ଅଶ୍ୱିନୀ ପୋନପ୍ପା ଯୋଡ଼ି ମାଲେସିଆର […]

badmintin

badmintin

Rakesh Mallick
  • Published: Monday, 09 April 2018
  • Updated: 09 April 2018, 06:09 PM IST

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି ଭାରତୀୟ ଖେଳାଳି। ଟେବୁଲ ଟେନିସ୍‌ ପରେ ଏବେ ବ୍ୟାଡମିଣ୍ଟନରେ ଇତିହାସ ରଚିଛି ଭାରତ। ଷ୍ଟାର ଖେଳାଳି ସାଇନା ନେହ୍ୱାଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ମିକ୍ସ ଡବଲରେ ମାଲେସିଆକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ବ୍ୟାଡମିଣ୍ଟନରେ ଏହା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ।

ପ୍ରଥମ ମ୍ୟାଚ୍‌ର ମିକ୍ସ ଡବଲ ବର୍ଗରେ ସ୍ୱାତିକ ରାଙ୍କିରେଡ୍ଡି ଏବଂ ଅଶ୍ୱିନୀ ପୋନପ୍ପା ଯୋଡ଼ି ମାଲେସିଆର ପୋଙ୍ଗ ସୁନ ଚାନ୍‌ ଏବଂ ଲୁ ୟିଙ୍ଗ ଗୋହଙ୍କୁ ୨୧-୧୪, ୧୫-୨୧ ଓ ୨୧-୧୫ ସେଟ୍‌ରେ ପରାସ୍ତ କରି ଭାରତକୁ ୧-୦ର ଅଗ୍ରଣୀ ଦେଇଥିଲେ।

ଏହାପରେ ଭାରତୀୟ ଷ୍ଟାର ଶ୍ରୀକାନ୍ତ କିଦମ୍ବି ମାଲେସିଆର ଜୋଙ୍ଗ ୱେଇ ଲିଙ୍କୁ ସିଧା ସେଟ୍‌ ୨୧-୧୭, ୨୧-୧୪ରେ ପରାସ୍ତ କରି ଭାରତକୁ ୨-୦ର ଅଗ୍ରଣୀ କରାଇଥିଲେ। ଲାଗୁଥିଲା ଭାରତ ଏହି ମ୍ୟାଚ୍‌କୁ ୩-୦ରେ ଜିତି ସ୍ୱର୍ଣ୍ଣ ପଦକ ହାତେଇ ନେବ। ହେଲେ ଏପରି ହୋଇ ନଥିଲା। ତୃତୀୟ ପୁରୁଷ ଡବଲ୍ସରେ ୱି ଶେମ ଗୋଙ୍ଗ ଏବଂ ୱି କିୟାଙ୍ଗ ଯୋଡ଼ି ଭାରତର ସ୍ୱାତିକ ରାଙ୍କିରେଡ୍ଡି ଏବଂ ଚିରାଙ୍ଗ ଚନ୍ଦ୍ରଶେଖର ସେଟ୍ଟିଙ୍କୁ ସିଧା ସଳଖ ୨୧-୧୫ ଓ ୨୨-୨୦ ସେଟ୍‌ରେ ପରାସ୍ତ କରି ସ୍ଥିତି ୨-୧ କରି ଦେଇଥିଲେ। ମାଲେସିଆ କମ୍‌ବ୍ୟାକ କରିବା ଲକ୍ଷ୍ୟରେ ଥିଲା। ହେଲେ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ୱାଲ ଏପରି ହେବାକୁ ଦେଇ ନଥିଲେ।

ଚତୁର୍ଥ ମ୍ୟାଚ୍‌ରେ ସାଇନା ମାଲେସିଆର ସୋନିୟା ଚେୟାହଙ୍କୁ ୨୧-୧୧, ୧୯-୨୧ ଓ ୨୧-୯ ସେଟ୍‌ରେ ପରାସ୍ତ କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଇତିହସ ରଚି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story