୪-୦ରେ ଟେଷ୍ଟ ସିରିଜ ଜିତିଲା ଭାରତ

ଚେନ୍ନାଇ: ଚେନ୍ନାଇ ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଓ ୭୫ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଭାରତ ୪-୦ରେ ସିରିଜ ହାତେଇଛି। ଭାରତ ୭ ୱିକେଟ୍‌ ହରାଇ ୭୫୯ ରନ୍‌ କରି ପାଳି ଘୋଷଣା କରିଥିଲା। ପ୍ରଥମ ପାଳିରେ ଇଂଲଣ୍ଡ ୪୭୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୨୦୭ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଗତକାଲି ବିନା କୌଣସି ୱିକେଟ ହରାଇ ୧୨ ରନ୍‌ କରିଥିବା ଇଂଲଣ୍ଡ ଆଜି […]

prv_52305_1482231084

prv_52305_1482231084

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 06:08 PM IST

Sports

Latest News

ଚେନ୍ନାଇ: ଚେନ୍ନାଇ ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଓ ୭୫ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଭାରତ ୪-୦ରେ ସିରିଜ ହାତେଇଛି। ଭାରତ ୭ ୱିକେଟ୍‌ ହରାଇ ୭୫୯ ରନ୍‌ କରି ପାଳି ଘୋଷଣା କରିଥିଲା। ପ୍ରଥମ ପାଳିରେ ଇଂଲଣ୍ଡ ୪୭୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୨୦୭ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଗତକାଲି ବିନା କୌଣସି ୱିକେଟ ହରାଇ ୧୨ ରନ୍‌ କରିଥିବା ଇଂଲଣ୍ଡ ଆଜି ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଏ. କୁକ୍‌ ୪୯ ଏବଂ କେ. ଜେନିଂ ୫୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ଇଂଲଣ୍ଡର ଇନିଂସ୍‌ ତାସ୍‌ ଘର ପରି ଭୁଷୁଡି ଯାଇଥିଲା। ଗୋଟିଏ ପଟେ ମୋଇନ୍‌ ଅଲ୍ଲୀ ଛିଡା ହୋଇ ୪୪ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନେ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ଇଂଲଣ୍ଡର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ଇଂଲଣ୍ଡ ଦ୍ୱିତୀୟ ପାଳି ବେଳେ ଜାଡେଜାଙ୍କ କମାଲ ଦେଖିବାକୁ ମିଳିଥିଲା। ଜାଡେଜା ଇଂଲଣ୍ଡର ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଳିୟନର ରାସ୍ତା ଦେଖାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଅମିତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ନିଜ କ୍ୟାରିୟରର ତୃତୀୟ ଟେଷ୍ଟ ଖେଳୁଥିବା କରଣ ନାୟର ଅପରାଜିତ ୩୦୩ ରନ୍‌, ଲୋକେଶ ରାହୁଲ ୧୯୯ ରନ୍‌, ପାର୍ଥିବ ପଟେଲ୍‌ ୭୧, ରବିଚନ୍ଦ୍ରନ ଅଶ୍ୱିନ ୬୭ ଓ ରବୀନ୍ଦ୍ର ଜାଡ଼େଜା ୫୧ ରନ୍‌ କରି ଆଉଟ୍‌ ହୋଇଥିଲେ।

୩୦୩ର ଅପରାଜିତ ପାରି ପାଇଁ କରୁଣ ନାୟର ମ୍ୟାନ ଅପ୍‌ ଦି ମ୍ୟାଚ୍‌ ଏବଂ ବିରାଟ କୋହଲି ମ୍ୟାନ୍‌ ଅପ୍‌ ଦି ସିରିଜି ବିବେଚିତ ହୋଇଥିଲେ।

ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଶେଷ ୪ଟିକୁ ଜିତି ଭାରତ ୪-୦ରେ ସିରିଜ ବିଜୟ ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏହା ହେଉଛି ଭାରତ ୫ମ ଲଗାତର ସିରିଜ ବିଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story