ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବାକୁ ପ୍ରସ୍ତୁତ ହେଲେଣି ଭାରତୀୟ ସୁଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ରୁ ଅଷ୍ଟ୍ରେଲିଆ ଗୋଲ୍ଡକୋଷ୍ଟ ସହରରେ ଖେଳାଯିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଭାରତର ପଦକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। କିଏ ଆଣିବ ପଦକ, କିଏ ଦେଶକୁ କରିବ ଗୌରବାନ୍ୱିତ ସେ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ପଦକ ଦୌଡ଼ରେ ଭାରତୀୟ ସୁଟରମାନେ ସବୁଠୁ ଆଗରେ ଅଛନ୍ତି ।   ରାଜ୍ୟଗୋଷ୍ଠୀ କ୍ରୀଡା ଓ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଇତିହାସ ୮୪ ବର୍ଷର। ୧୯୩୦ରୁ […]

Summer Olympic

Summer Olympic

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 11:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ରୁ ଅଷ୍ଟ୍ରେଲିଆ ଗୋଲ୍ଡକୋଷ୍ଟ ସହରରେ ଖେଳାଯିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଭାରତର ପଦକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। କିଏ ଆଣିବ ପଦକ, କିଏ ଦେଶକୁ କରିବ ଗୌରବାନ୍ୱିତ ସେ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ପଦକ ଦୌଡ଼ରେ ଭାରତୀୟ ସୁଟରମାନେ ସବୁଠୁ ଆଗରେ ଅଛନ୍ତି ।  

ରାଜ୍ୟଗୋଷ୍ଠୀ କ୍ରୀଡା ଓ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଇତିହାସ ୮୪ ବର୍ଷର। ୧୯୩୦ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ୧୯୩୪ରେ ଦ୍ୱିତୀୟ ସଂସ୍କରଣରୁ ଭାଗ ନେଇଥିଲା ଭାରତ। ଗତ ୧୬ଟି ସଂସ୍କରଣରେ ଭାରତ ମୋଟ୍ ୪୩୮ଟି ପଦକ ବିଜୟୀ ହୋଇଛି। ଯେଉଁଥିରେ ରହିଛି ମୋଟ୧୫୫ଟି ସ୍ୱର୍ଣ୍ଣ ପଦକ।

୨୦୧୦ରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଘରୋଇ ମାଟିରେ ୧୦୧ଟି ପଦକ ଜିତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା ଭାରତ। ତେଣୁ ଏଥର ପାଞ୍ଚ ଶହ ପଦକ ଟପିବା ଲକ୍ଷ୍ୟ ରହିଛି। ୪ ତାରିଖରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨୫ ଜଣିଆ ଭାରତୀୟ ଦଳ ଭାଗ ନେବ। ଏଥିରେ ୨୨୧ ଜଣ ଆଥଲେଟ୍ ଅଛନ୍ତି ।୧୭ଟି ଇଭେଣ୍ଟରେ ଏମାନେ ପ୍ରତିଯୋଗିତା କରିବେ।

ଯଦି ପଦକ ଆଶା ରଖାଯାଏ ତେବେ ସୁଟିଂରେ ହିଁ ଭାରତକୁ ସବୁଠୁ ଅଧିକ ପଦକ ମିଳିଥିବା ଜଣା ପଡ଼ିଛି। ଶେଷ ୩ଟି ସଂସ୍କରଣରେ ସୁଟରମାନେ ଏହା ପ୍ରମାଣ କରି ଦେଖାଇଛନ୍ତି। ୨୦୦୬ ମେଲବୋର୍ଣ୍ଣରେ ସୁଟିଂରେ ହିଁ ଭାରତକୁ ମିଳିଥିଲା ସର୍ବାଧିକ ୧୬ଟି ସ୍ୱର୍ଣ୍ଣ ସହ ୨୭ ପଦକ। ଆଉ ଏହାପରେ ଦିଲ୍ଲୀରେ ବି ଦେଖିବାକୁ ମିଳିଥିଲା ସୁଟରଙ୍କ କମାଲ। ଘରୋଇ ମାଟିରେ ସର୍ବାଧିକ ୧୪ଟି ସ୍ୱର୍ଣ୍ଣ ସହ ଦେଶ ପାଇଁ ମୋଟ୍ ୩୦ଟି ପଦକ ଆଣିଥିଲେ ଏହି ଖାଳାଳିମାନେ। ସେହିପରି ୨୦୧୪ ଗ୍ଲାସଗୋରେ ଭାରତକୁ ସର୍ବାଧିକ ୧୭ଟି ପଦକ ସୁଟିଂରୁ ହିଁ ମିଳିଥିଲା।

ଏହି ଖେଳାଳିଙ୍କୁ ଆଶା

ଏଥର ଭାରତ ପାଇଁ ପଦକ ଆଶାୟୀ ସୁଟରମାନଙ୍କ ମଧ୍ୟରେ ଅଛନ୍ତି ଜିତୁ ରାୟ। ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ଜିତୁ। ତେଣୁ ଗ୍ଲାସଗୋ ପ୍ରଦର୍ଶନ ଗୋଲ୍ଡ କୋଷ୍ଟ ଦୋହରାଇବା ଲକ୍ଷ୍ୟରେ ଅଛନ୍ତି ଜିତୁ।  ସେହିପରି ଆଉଜଣେ ଉଦୀୟମାନ୍‌ ଖେଳାଳି ହେଉଛନ୍ତି ଗଗନ ନାରଙ୍ଗ। ଦିଲ୍ଲୀରେ ୪ଟି ସ୍ୱର୍ଣ୍ଣ, ଗ୍ଲାସଗୋରେ ଗୋଟିଏ ରୌପ୍ୟ ପଦକ ହାସଲ କରିବା ପରେ ଏବେ ଗଗନଙ୍କ ନଜର ଗୋଲ୍ଡକୋଷ୍ଟ ଉପରେ। ସେହିପରି ୨୫ ବର୍ଷୀୟ ଯୁବ ସୁଟର ଅଙ୍କୁର ମିତ୍ତଲ, ହୀନା ସିନ୍ଧୁ ପ୍ରମୁଖ ପଦକ ହାସଲ ଲକ୍ଷ୍ୟରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story