ଏହି ଖେଳରେ ଜାପାନ ଓ ଋଷକୁ ପଛରେ ପକାଇ ନମ୍ବର ୱାନ୍‌ ହେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ କିଟ୍‌ ସୁଟର ଶାହଜର ରିଜ୍‌ଭୀ ମଙ୍ଗଳବାର ଆଇଏସ୍‌ଏସ୍‌ (International Shooting Sport Federation) ର ୧୦ଏମ୍‌ ଏୟାର ପିଷ୍ଟଲ ରାଙ୍କିଙ୍ଗ୍‌ରେ ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। କୋରିଆର ଚାଙ୍ଗୱନଠାରେ ଚାଲିଥିବା ବିଶ୍ୱକପ୍‌ରେ ସିଲ୍‌ଭର ମେଡାଲ୍‌ ଜିତି ସେ ଏହି ଗୌରବ ହାସଲ କରିଛନ୍ତି। ଶାହଜର ୧୬୫୪ ପଏଣ୍ଟ ପାଇ ଋଷିଆର ଆର୍ଟେମ୍‌ ଚେର୍ନୋସଭ୍‌ ଓ ଜାପାନ୍‌ର ଟୋମୋୟୁକି ମାସ୍ତୁଡାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଛିଛନ୍ତି। ଏଥିସହିତ ୧୦ ଏମ୍‌ ଏୟାର […]

shahzar-rivzi-wins-silver-medal

shahzar-rivzi-wins-silver-medal

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 06:39 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କିଟ୍‌ ସୁଟର ଶାହଜର ରିଜ୍‌ଭୀ ମଙ୍ଗଳବାର ଆଇଏସ୍‌ଏସ୍‌ (International Shooting Sport Federation) ର ୧୦ଏମ୍‌ ଏୟାର ପିଷ୍ଟଲ ରାଙ୍କିଙ୍ଗ୍‌ରେ ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। କୋରିଆର ଚାଙ୍ଗୱନଠାରେ ଚାଲିଥିବା ବିଶ୍ୱକପ୍‌ରେ ସିଲ୍‌ଭର ମେଡାଲ୍‌ ଜିତି ସେ ଏହି ଗୌରବ ହାସଲ କରିଛନ୍ତି।

ଶାହଜର ୧୬୫୪ ପଏଣ୍ଟ ପାଇ ଋଷିଆର ଆର୍ଟେମ୍‌ ଚେର୍ନୋସଭ୍‌ ଓ ଜାପାନ୍‌ର ଟୋମୋୟୁକି ମାସ୍ତୁଡାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଛିଛନ୍ତି।

ଏଥିସହିତ ୧୦ ଏମ୍‌ ଏୟାର ପିଷ୍ଟଲ ରାଙ୍କିଙ୍ଗ୍‌ରେ ମୁଖ୍ୟ ୧୦ଜଣ ସୁଟରଙ୍କ ତାଲିକାରେ ଭାରତର ଜିତୁ ରାୟ ୬ ନମ୍ବର ସ୍ଥାନରେ ଥିବା ବେଳେ ଓମପ୍ରକାଶ ତାଲିକାରେ ୧୨ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ୧୦ ଏମ୍‌ ଏୟାର ରାଇଫଲ୍‌ ରାଙ୍କିଙ୍ଗ୍‌ରେ ସୁଟର ରବି କୁମାର ୪ ନମ୍ବର ସ୍ଥାନ ଓ ଦିପକ କୁମାର ୯ ନମ୍ବରରେ ଅଛନ୍ତି।

ମହିଳା ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦ ଏମ୍‌ ଏୟାର ପିଷ୍ଟଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ମନୁ ଭାକର ମୁଖ୍ୟ ୧୦ ତାଲିକାରେ ୪ ନମ୍ବର ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story