IPL-11: ଆଜି ଦିଲ୍ଲୀ-ପଞ୍ଜାବ ଲଢ଼େଇ

ଆଇପିଏଲରେ ଆଜି ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିବ। ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଦିଲ୍ଲୀ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହେବା ସହ ପିଏଣ୍ଟ ଟେବୁଲରେ ସବା ତଳେ ଅଛି। ଅନ୍ୟପଟେ ପଞ୍ଜାବ କିନ୍ତୁ ଚଳିତ ଆଇପିଏଲରେ ଆକର୍ଷଣୀୟ ଫର୍ମରେ ଅଛି। ପଞ୍ଜାବ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ପିଏଣ୍ଟ ଟେବୁଲରେ ଦ୍ୱିତୀୟ […]

vivo-ipl-2018-m19-rcb-v-dd_78c76f3e-4619-11e8-a5d3-1ef93e3dfeed

Rakesh Mallick
  • Published: Monday, 23 April 2018
  • Updated: 23 April 2018, 12:57 AM IST

Sports

Latest News

ଆଇପିଏଲରେ ଆଜି ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିବ। ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଦିଲ୍ଲୀ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହେବା ସହ ପିଏଣ୍ଟ ଟେବୁଲରେ ସବା ତଳେ ଅଛି। ଅନ୍ୟପଟେ ପଞ୍ଜାବ କିନ୍ତୁ ଚଳିତ ଆଇପିଏଲରେ ଆକର୍ଷଣୀୟ ଫର୍ମରେ ଅଛି। ପଞ୍ଜାବ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ପିଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍‌ରେ ଦିଲ୍ଲୀ ନିଜ ହୋମ ଗ୍ରାଉଣ୍ଡରେ ପଞ୍ଜାବକୁ ହରାଇ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟାକରିବ। ସେପଟେ ଟିମ୍‌ ଯେଉଁଭଳି ଫର୍ମରେ ଚାଲିଛି ଦିଲ୍ଲୀ ବିପକ୍ଷରେ ମଧ୍ୟ ପଞ୍ଜାବ ଭଲ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶାବାଦୀ। ଆଇପିଏଲ୍‌ ଇତିହାସରେ ଉଭୟ ଟିମ୍ ଏପର୍ଯ୍ୟନ୍ତ କେବେବ ବି ଚାମ୍ପିୟନ ହୋଇନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story