ହାଇଦ୍ରାବାଦର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ: ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ବିଜୟ ହାସଲ କରିଛି। ଗତକାଲି ଖେଳା ଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍‌କୁ ୧ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମୁମ୍ବାଇର ଏହା ଦ୍ୱିତୀୟ ପରାଜୟ। ଆଇପିଏଲ୍‌ର ଓପନିଂ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗଠାରୁ ମୁମ୍ବାଇ ପରାସ୍ତ ହୋଇଥିଲା। ଗତକାଲି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ୍‌ କରିଥିଲା। ୧୯.୫ ଓଭରରେ ହାଇଦ୍ରାବାଦ ବିଜୟ ଲକ୍ଷ୍ୟ ହାସଲ […]

hydrabaad

hydrabaad

Rakesh Mallick
  • Published: Friday, 13 April 2018
  • Updated: 13 April 2018, 08:54 AM IST

ହାଇଦ୍ରାବାଦ: ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ବିଜୟ ହାସଲ କରିଛି। ଗତକାଲି ଖେଳା ଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍‌କୁ ୧ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମୁମ୍ବାଇର ଏହା ଦ୍ୱିତୀୟ ପରାଜୟ। ଆଇପିଏଲ୍‌ର ଓପନିଂ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗଠାରୁ ମୁମ୍ବାଇ ପରାସ୍ତ ହୋଇଥିଲା।

ଗତକାଲି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ୍‌ କରିଥିଲା। ୧୯.୫ ଓଭରରେ ହାଇଦ୍ରାବାଦ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପକ୍ଷରୁ ଶିଖର ଧାୱନ ଓ ରିଦ୍ଧିମାନ ଶହାଙ୍କ ଯୋଡ଼ି ଭଲ ଆରମ୍ଭ କରିଥିଲେ। ଧାୱନ ୨୮ ବଲର ସମ୍ମୁଖୀନ ହୋଇ ୮ ଚୌକା ସହାୟତାରେ ୪୫ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos