ଚେନ୍ନାଇକୁ ହରାଇଲା କୋଲକତା

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଗତକାଲି ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ କୋଲକାତା ନାଇଟ ରାଇଡର୍ସ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ମ୍ୟାଚ୍‌ରେ କେକେଆର୍‌ ଟସ୍‌ ଜିତି ସିଏସ୍‌କେ ଟିମ୍‌କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ।। ଚେନ୍ନାଇ ସୁପର କିଙ୍ଗିସ  ପ୍ରଥମେ ବ୍ୟାଟଂ କରି ୧୭୯ ରନ୍‌ ଟାର୍ଗେଟ ଦେଇଥିଲା ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ଟିମ୍‌ ୧୭୮ ରନ୍‌ କରିଥିଲା।  […]

sprt

sprt

Rakesh Mallick
  • Published: Friday, 04 May 2018
  • Updated: 04 May 2018, 02:59 AM IST

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଗତକାଲି ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ କୋଲକାତା ନାଇଟ ରାଇଡର୍ସ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ମ୍ୟାଚ୍‌ରେ କେକେଆର୍‌ ଟସ୍‌ ଜିତି ସିଏସ୍‌କେ ଟିମ୍‌କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ।। ଚେନ୍ନାଇ ସୁପର କିଙ୍ଗିସ  ପ୍ରଥମେ ବ୍ୟାଟଂ କରି ୧୭୯ ରନ୍‌ ଟାର୍ଗେଟ ଦେଇଥିଲା ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ଟିମ୍‌ ୧୭୮ ରନ୍‌ କରିଥିଲା।  ଜବାବରେ କୋଲକତାର   ଶୁଭମନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ(୫୭) ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୪୫ ରନ୍‌ ବଳରେ ଦଳ ବିଜୟୀ ହୋଇଥିଲା। କୋଲକାତା ୧୭.୪ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୦ ରନ୍‌ କରି ମ୍ୟାଚ ହାତକୁ ନେଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story