ପ୍ଲେ ଅଫ୍‌ ପାଇଁ ରାଜସ୍ଥାନ ଆଶାବାଦୀ, ଆଶା-ଆଶଙ୍କାରେ ମୁମ୍ବାଇ

ମୁମ୍ବାଇ: ଆଇପିଏଲ୍‌ର ୪୭ ମତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ ଅଫ୍‌କୁ ଯିବାକୁ ଆଶା ସଞ୍ଚାର କରିଛି ରାଜସ୍ଥାନ ରୟାଲ୍ସ। ଗତକାଲି ଖେଳା ଯାଇଥିବା ଏହି ହାଏ ଭୋଲଟେଜ୍‌ ମ୍ୟାଚ୍‌ରେ ମୁମ୍ବାଇକୁ ୭ ୱିକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ। ଏହି ପରାଜୟ ସହ ମୁମ୍ବାଇ ପ୍ଲେ ଅଫ୍‌କୁ ଯିବା ଆଶ ଏକ ପ୍ରକାର ଶେଷ ହୋଇଯାଇଛି। ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି […]

ipl

ipl

Rakesh Mallick
  • Published: Monday, 14 May 2018
  • Updated: 14 May 2018, 08:10 AM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ର ୪୭ ମତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ ଅଫ୍‌କୁ ଯିବାକୁ ଆଶା ସଞ୍ଚାର କରିଛି ରାଜସ୍ଥାନ ରୟାଲ୍ସ। ଗତକାଲି ଖେଳା ଯାଇଥିବା ଏହି ହାଏ ଭୋଲଟେଜ୍‌ ମ୍ୟାଚ୍‌ରେ ମୁମ୍ବାଇକୁ ୭ ୱିକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ। ଏହି ପରାଜୟ ସହ ମୁମ୍ବାଇ ପ୍ଲେ ଅଫ୍‌କୁ ଯିବା ଆଶ ଏକ ପ୍ରକାର ଶେଷ ହୋଇଯାଇଛି।

ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ୧୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୮ ଓଭରରେ ହାସଲ କରିନେଇଥିଲା। ଦଳ ୧୮ ଓଭରରେ ୩ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story