ରନ୍ ଚେଜ୍‌ ନିଷ୍ପତ୍ତି ନେଲେ ଗମ୍ଭୀର: ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟସ୍‌ ଜିତ ଏବଂ ଫିଲ୍ଡିଂ ନିଷ୍ପତ୍ତି ନିଅ। ଏଭଳି ପୁଣି ଥରେ ଦେଖିବାକୁ ମିଳିଛି ଆଇପିଏଲରେ। ଜୟପୁର ଠାରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚ୍‌ରେ ସମ୍ନାସାମ୍ନି ହୋଇଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଦିଲ୍ଲୀ ଡେୟାର ଡେଭିଲ୍ସ ଅଧିନାୟକ ଗୌତମ ଗମ୍ଭୀର ଆଜି ଟସ୍ ଜିତିବା ପରେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଇପିଏଲରେ ଚେଜ୍‌ କରି ଜିତିବା ଟ୍ରେଣ୍ଡ ଜାରି ରହିଛି। ଯେଉଁ ଟିମ୍ ପଛରେ ବ୍ୟାଟିଂ କରୁଛି ସେହି ଟିମ୍‌ […]

gautam-gambhir-motivates-hi-1523457844

gautam-gambhir-motivates-hi-1523457844

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟସ୍‌ ଜିତ ଏବଂ ଫିଲ୍ଡିଂ ନିଷ୍ପତ୍ତି ନିଅ। ଏଭଳି ପୁଣି ଥରେ ଦେଖିବାକୁ ମିଳିଛି ଆଇପିଏଲରେ। ଜୟପୁର ଠାରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚ୍‌ରେ ସମ୍ନାସାମ୍ନି ହୋଇଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଦିଲ୍ଲୀ ଡେୟାର ଡେଭିଲ୍ସ ଅଧିନାୟକ ଗୌତମ ଗମ୍ଭୀର ଆଜି ଟସ୍ ଜିତିବା ପରେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଇପିଏଲରେ ଚେଜ୍‌ କରି ଜିତିବା ଟ୍ରେଣ୍ଡ ଜାରି ରହିଛି। ଯେଉଁ ଟିମ୍ ପଛରେ ବ୍ୟାଟିଂ କରୁଛି ସେହି ଟିମ୍‌ ଜତୁଛି।

ଅନ୍ୟପଟେ ଟସ୍‌ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଓପନର୍‌ ଡି ସର୍ଟ ମାତ୍ର ୬ ରନ କରି ରନ୍‌ ଆଉଟ୍‌ ହୋଇଥିବା ବେଳେ ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି ବେନ୍‌ ଷ୍ଟୋକ୍ସ ୧୬ ରନ କରି ଆଉଟ୍‌ ହୋଇଛନ୍ତି। ଷ୍ଟୋକ୍ସଙ୍କୁ ରାଜସ୍ଥାନ ୧୨.୫ କୋଟିରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos