ଚେନ୍ନାଇ ଷ୍ଟାଡ଼ିୟମକୁ IPL ମନା: ସବୁ ମ୍ୟାଚ୍‌ ସ୍ଥାନାନ୍ତର, ପ୍ରଶଂସକ ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାବେରୀ ଜଳ ବିବାଦକୁ ନେଇ ତାମିଲନାଡ଼ୁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଚେନ୍ନାଇର ଚିପକ ଷ୍ଟାଡିୟମରୁ ଆଇପିଏଲର ସବୁ ମ୍ୟାଚ୍‌ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟରେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନକୁ ନେଇ ତାଲିମନାଡ଼ୁରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି। ଫଳରେ ଚେନ୍ନାଇ ପୋଲିସ ଆଇପିଏଲ ମ୍ୟାଚ୍‌ ସମୟରେ ସୁରକ୍ଷା ଦେବାକୁ ମନାକରିଦେବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଇପିଏଲ ଗଭର୍ନିଂ ବୋର୍ଡ କେନ୍ଦ୍ରୀୟ ଗୃହ […]

555_1523442749_618x347

555_1523442749_618x347

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାବେରୀ ଜଳ ବିବାଦକୁ ନେଇ ତାମିଲନାଡ଼ୁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଚେନ୍ନାଇର ଚିପକ ଷ୍ଟାଡିୟମରୁ ଆଇପିଏଲର ସବୁ ମ୍ୟାଚ୍‌ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟରେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନକୁ ନେଇ ତାଲିମନାଡ଼ୁରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି। ଫଳରେ ଚେନ୍ନାଇ ପୋଲିସ ଆଇପିଏଲ ମ୍ୟାଚ୍‌ ସମୟରେ ସୁରକ୍ଷା ଦେବାକୁ ମନାକରିଦେବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଇପିଏଲ ଗଭର୍ନିଂ ବୋର୍ଡ କେନ୍ଦ୍ରୀୟ ଗୃହ ସଚିବଙ୍କୁ ସୁରକ୍ଷା ପାଇଁ ନିବେଦନ କରିଥିଲେ ମଧ୍ୟ ଏଥିରେ ସୁଫଳ ନମିଳିବାରୁ ଚେନ୍ନାଇରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ ଅନ୍ୟ ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଆପଣଙ୍କୁ ଜଣାଇଦେଉଛୁ ଯେ ଅନେକ ବାଦ ବିବାଦ ପରେ ଦୀର୍ଘ ଦୁଇ ବର୍ଷ ପରେ ଚେନ୍ନାଇରେ ଆଇପିଏଲ୍‌ ମ୍ୟାଚ୍‌ ଗତ ମଙ୍ଗଳବାର ଖେଳାଯାଇଥିଲା। ଯେଉଁଥିରେ ସାମ୍ନାସାମ୍ନି ହୋଇଥିଲେ କେକେଆର୍‌ ଓ ସିଏସ୍‌କେ। ଏହି ମ୍ୟାଚ୍‌ ସମୟରେ ମଧ୍ୟ ବିରୋଧ ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଫିଲ୍ଡିଂ କରୁଥିବା ସମୟରେ ରବିନ୍ଦ୍ର ଜାଡ଼େଜାଙ୍କୁ ଲକ୍ଷ୍ୟ କରି ଜଣେ ଦର୍ଶକ ଜୋତା ଫିଙ୍ଗି ଥିଲେ। ଏହାପରେ ଆହୁରି ଦୁଇଟି ଜୋତା ପଡ଼ିଆକୁ ଫିଙ୍ଗାଯାଇଥିଲା। ଏହା ମଧ୍ୟରୁ ଗୋଟିଏ ଜୋତା ଦକ୍ଷିଣ ଆଫ୍ରିକା ଅଧିନାୟକ ଡୁପ୍ଲେସିସ୍‌ଙ୍କ ଉପରେ ମଧ୍ୟ ବାଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story