ବିଶୃଙ୍ଖଳିତ ଆଚରଣ ପାଇଁ ବାସନ୍ଦ ହେଲେ ଜାଡେଜା: ଟିମ୍‌ ଇଣ୍ଡିଆକୁ ଝଟ୍‌କା

ମୁମ୍ବାଇ:ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଏକ ଶକ୍ତ ଧକ୍କା ଲାଗିଛି। କଲୋମ୍ବୋ ମ୍ୟାଚ୍‌ ସହିତ ପୂର୍ବ ମ୍ୟାଚ୍‌ଗୁଡିରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜାଡେଜାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି। ଫଳରେ ସେ ଆାସନ୍ତା ୧୨ ତାରିଖରେ ହେବାକୁ ଥିବା ତୃତୀୟ ଟେଷ୍ଟରେ ଖେଳିପାରିବେନି ସେହିପରି ତାଙ୍କ ମ୍ୟାଚ ଫିସ୍‌ ମଧ୍ୟ ୫୦ ପ୍ରତିଶତ କଟାଯାଇଛି। ଏହାପୂର୍ବରୁ ୨୦୧୬ରେ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଜାଡେଜାଙ୍କ ୫୦ ପ୍ରତିଶତ ମ୍ୟାଚ୍‌ ଫିସ୍ […]

jadeja

jadeja

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 09:00 PM IST

ମୁମ୍ବାଇ:ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଏକ ଶକ୍ତ ଧକ୍କା ଲାଗିଛି। କଲୋମ୍ବୋ ମ୍ୟାଚ୍‌ ସହିତ ପୂର୍ବ ମ୍ୟାଚ୍‌ଗୁଡିରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜାଡେଜାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି। ଫଳରେ ସେ ଆାସନ୍ତା ୧୨ ତାରିଖରେ ହେବାକୁ ଥିବା ତୃତୀୟ ଟେଷ୍ଟରେ ଖେଳିପାରିବେନି ସେହିପରି ତାଙ୍କ ମ୍ୟାଚ ଫିସ୍‌ ମଧ୍ୟ ୫୦ ପ୍ରତିଶତ କଟାଯାଇଛି। ଏହାପୂର୍ବରୁ ୨୦୧୬ରେ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଜାଡେଜାଙ୍କ ୫୦ ପ୍ରତିଶତ ମ୍ୟାଚ୍‌ ଫିସ୍ କଟାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story