ଧୋନୀଙ୍କ ଟିମ୍‌ରେ ଜାଡ଼େଜାଙ୍କୁ ମିଳିବ ପ୍ରମୁଖ ଭୂମିକା: ଘାରିଛି ବ୍ୟାଟ୍ସମ୍ୟାନ ହେବାର ନିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ଶତକୀୟ ଖେଳି ଖେଳ ଚର୍ଚ୍ଚାକୁ ଆସିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ଜାଡ଼େଜା ଝାଡ଼ଖଣ୍ଡ ବିପକ୍ଷରେ ୧୧୩ରନ ଏକ ପାଳି ଖେଳିଥିଲେ। ଜାଡ଼େଜାଙ୍କ ଏହି ଶତକୀୟ ପାଳି ବଳରେ ସୌରାଷ୍ଟ୍ର ୩୨୯ରନର ଏକ ବିଶାଳ ସ୍କୋର ଛିଡ଼ାକରିପରିଥାଲା। ଜାଡେଜା କିଛଦିନ ଧରି ଭାରତୀୟ ଟିମରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ଏହି ଶତକ ଫଳରେ ସେ ଟିମକୁ ଫେରିବା ପାଇଁ ଆଶା ପ୍ରକଟ […]

dhonijadejabcci-m

dhonijadejabcci-m

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 12:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ଶତକୀୟ ଖେଳି ଖେଳ ଚର୍ଚ୍ଚାକୁ ଆସିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ଜାଡ଼େଜା ଝାଡ଼ଖଣ୍ଡ ବିପକ୍ଷରେ ୧୧୩ରନ ଏକ ପାଳି ଖେଳିଥିଲେ। ଜାଡ଼େଜାଙ୍କ ଏହି ଶତକୀୟ ପାଳି ବଳରେ ସୌରାଷ୍ଟ୍ର ୩୨୯ରନର ଏକ ବିଶାଳ ସ୍କୋର ଛିଡ଼ାକରିପରିଥାଲା।

ଜାଡେଜା କିଛଦିନ ଧରି ଭାରତୀୟ ଟିମରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ଏହି ଶତକ ଫଳରେ ସେ ଟିମକୁ ଫେରିବା ପାଇଁ ଆଶା ପ୍ରକଟ କରିଛନ୍ତି। ଜାଡ଼େଜା କହିଛନ୍ତି , ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ସେ ଟିମରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ।

ସେ ଏହା ମଧ୍ୟ କହିଛନ୍ତି , ଧୋନୀ ତାଙ୍କୁ କହିଛନ୍ତି ବ୍ୟାଟିଂ ଅର୍ଡରରେ ଉପରକୁ ଆସି ବ୍ୟାଟିଂ କରିବା ପାଇଁ। ଏହାର ଝଲକ ଆଇପିଏଲରେ ଦେଖିବାକୁ ମିଳିପାରେ। ଆଇପିଏରେ ସେ ୪ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଆଇପିଏଲ-୧୧ରେ ଚେନ୍ନାଇ ସୁପରକିଙ୍ଗ୍ସ ଟିମ୍‌ରେ ଜାଡ଼େଜା ସାମିଲ ହୋଇଛନ୍ତି ଏବଂ ଏହି ଟିମ୍‌ରେ ଧୋନୀଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବେ ଜାଡ଼େଜା। ସେ କହିଛନ୍ତି ଟିମ୍‌ରେ ଜଣେ ନିୟମିତ ବୋଲର କେବଳ ନୁହେଁ ସେ ନିୟମିତ ବ୍ୟାଟ୍ସମ୍ୟାନ୍‌ ଭାବେ ମଧ୍ୟ ଗଣାହେବାକୁ ଚାହିଁଛନ୍ତି। ଟିମ୍‌ ପାଇଁ ସେ ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଭାବେ ପଡ଼ିଆକୁ ଓହ୍ଲାଇବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story