ଇଂଲଣ୍ଡ ବିରୁଦ୍ଧରେ ଜୟନ୍ତ ମାରିଲେ ପ୍ରଥମ ଟେଷ୍ଟ ଶତକ

ମୁମ୍ବାଇ: ଗତ ନଭେମ୍ବର ମାସ ୧୭ ତାରିଖରେ ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ ଅଲ୍‌ରାଉଣ୍ଡର ଜୟନ୍ତ ଯାଦବ। ଆଉ ଆଜି ଇଂଲଣ୍ଡ ବିପକ୍ଷରେ ସେ ହାସଲ କରିଛନ୍ତି ପ୍ରଥମ ଟେଷ୍ଟ୍ ଶତକ। କ୍ୟାରିୟରର ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ସେ ପାଇଛନ୍ତି ଏ ସଫଳତା। ଏହା ସହିତ ୯ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଶତକ ମାରିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ। ସେ ୨୦୪ ବଲ୍‌ରେ ୧୫ ଚୌକା ସହିତ ୧୦୪ […]

jayantyadav

jayantyadav

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 12:56 PM IST

[caption id="attachment_114359" align="alignleft" width="300"]jayantyadav କୋହଲିଙ୍କ ସହିତ ଜୟନ୍ତ ଯାଦବ[/caption]

ମୁମ୍ବାଇ: ଗତ ନଭେମ୍ବର ମାସ ୧୭ ତାରିଖରେ ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ ଅଲ୍‌ରାଉଣ୍ଡର ଜୟନ୍ତ ଯାଦବ। ଆଉ ଆଜି ଇଂଲଣ୍ଡ ବିପକ୍ଷରେ ସେ ହାସଲ କରିଛନ୍ତି ପ୍ରଥମ ଟେଷ୍ଟ୍ ଶତକ। କ୍ୟାରିୟରର ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ସେ ପାଇଛନ୍ତି ଏ ସଫଳତା। ଏହା ସହିତ ୯ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଶତକ ମାରିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ।

ସେ ୨୦୪ ବଲ୍‌ରେ ୧୫ ଚୌକା ସହିତ ୧୦୪ ରନ୍ କରି ଆଉଟ୍ ହୋଇଥିଲେ।

ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଟେଷ୍ଟ୍ ଡେବ୍ୟୁ କରିଥିବା ଜୟନ୍ତ ଚତୁର୍ଥ ମ୍ୟାଚ୍‌ରେ ମାରିଛନ୍ତି ଶତକ।

ବିଶାଖାପାଟଣାରେ ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୩୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୭ ରନ୍ କରି ଅପରାଜିତ ରହିଥିଲେ। ଦୁଇଟି ଯାକ ଇନିଂସରେ ମିଶି ସେ ୪ଟି ୱିକେଟ୍ ବି ନେଇଥିଲେ।

ମୋହାଲିରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ର ତଥା ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଜୟନ୍ତ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୫ ରନ୍ କରିଥିଲେ। ଏହି ମ୍ୟାଚ୍‌ରେ ସେ ଦୁଇଟି ଯାକ ଇନିଂସରେ ମିଶି ଚାରୋଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story