କମ ମୂଲ୍ୟରେ କେକେଆର ଶେୟାର ବିକ୍ରି କରିବା ଅଭିଯୋଗରେ ଶାହାରୁଖଙ୍କୁ ଇଡିଙ୍କ ନୋଟିସ

ମୁମ୍ୱାଇ: କୋଲକତା ନାଇଟ୍ ରାଇଡସ୍ (କେକେଆର) ମାଲିକ ଶାହାରୁଖ୍ ଖାନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ) ନୋଟିସ ଜାରି କରିଛି। ଶାହାରୁଖ କମ୍ ମୂଲ୍ୟରେ କେକେଆରର ଶେୟାର ବିକ୍ରି କରିଥିବା ଅଭିଯୋଗ ଆସିବା ପରେ ଇଡି ଏପରି ନୋଟିସ ଜାରି କରିଛନ୍ତି। ବିଦେଶ ମୁଦ୍ର ଉଲ୍ଲଂଘନ ମାମଲାରେ ପ୍ରାୟ ୫ ମାସ ପୂର୍ବରୁ ଇଡି ଶାହାରୁଖ୍ ଖାନଙ୍କ ସହ ଜୁହି ଚାୱଲା ଏବଂ ତାଙ୍କ ସ୍ୱାମୀ ଜୟ ମେହତାଙ୍କୁ ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥରଟିଏ ବି […]

khan

khan

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 08:59 AM IST

Sports

Latest News

ମୁମ୍ୱାଇ: କୋଲକତା ନାଇଟ୍ ରାଇଡସ୍ (କେକେଆର) ମାଲିକ ଶାହାରୁଖ୍ ଖାନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ) ନୋଟିସ ଜାରି କରିଛି। ଶାହାରୁଖ କମ୍ ମୂଲ୍ୟରେ କେକେଆରର ଶେୟାର ବିକ୍ରି କରିଥିବା ଅଭିଯୋଗ ଆସିବା ପରେ ଇଡି ଏପରି ନୋଟିସ ଜାରି କରିଛନ୍ତି।
ବିଦେଶ ମୁଦ୍ର ଉଲ୍ଲଂଘନ ମାମଲାରେ ପ୍ରାୟ ୫ ମାସ ପୂର୍ବରୁ ଇଡି ଶାହାରୁଖ୍ ଖାନଙ୍କ ସହ ଜୁହି ଚାୱଲା ଏବଂ ତାଙ୍କ ସ୍ୱାମୀ ଜୟ ମେହତାଙ୍କୁ ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥରଟିଏ ବି ଶାହାରୁଖ ଇନଫୋରସମେଣ୍ଟ ଡାଇରେକ୍ଟର ଅଧିକାରୀଙ୍କୁ ସାକ୍ଷାତ କରିବାକୁ ମୁମ୍ବାଇରେ ଥିବା ଅଫିସକୁ ଯାଇ ନ ଥିଲେ। ଇଡି କାର୍ଯ୍ୟାଳୟ ପକ୍ଷରୁ ଜୟ ମେହତାଙ୍କୁ ପଚରାଉଚାର କରାଯାଇ ବୟାନ ରେକର୍ଡ ହୋଇଛି। ଶାହାରୁଖଙ୍କ ଦ ନାଇଟ ରାଇଡର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ କମ୍ପାନୀ ବିଦେଶୀ ପ୍ରବନ୍ଧନ ଅଧିନିୟମର ଉଲ୍ଲଂଘନ କରିଥିବା ସନ୍ଦେହ କରାଯାଉଛି। ଜୟ ମେହତାଙ୍କ ବିଦେଶୀ କମ୍ପାନୀ ସି ଆଇଲ୍ୟାଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ ସହ ଟ୍ରାନ୍ସଫର ଡିଲ୍ ବେଳେ ଶାହାରୁଖ ନିଜ ଶେୟାର ମୂଲ୍ୟ କମ କରିଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story