ଟସ୍‌ ଜିତି କାର୍ତ୍ତିକଙ୍କ ଫିଲ୍ଡିଂ ନିଷ୍ପତ୍ତି: ରାଜସ୍ଥାନର ବିସ୍ଫୋରକ ଆରମ୍ଭ

ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ କେକେଆର୍‌ ମଧ୍ୟରେ ଚାଲିଛି ଲଢ଼େଇ। କେକେଆର୍‌ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରାଜସ୍ଥାନ ପକ୍ଷରୁ ରାହାଣେ ଓ ଡି.ସଟ୍‌ ଇଂନିସ ଓପନ୍‌ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ରାଜସ୍ଥାନ ଅଧିନାୟକ ରାହାଣେଙ୍କ ବ୍ୟାଟରୁ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ହେଲେ ସେ ୩୬ ରନ୍‌ କରି ରନ୍ ଆଉଟ୍‌ ହୋଇଯାଇଥିଲେ। ଶେଷ ଖବର ସୁଦ୍ଧା ରାଜସ୍ଥାନ […]

rr-vs-kkr-m

rr-vs-kkr-m

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 08:39 PM IST

Sports

Latest News

ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ କେକେଆର୍‌ ମଧ୍ୟରେ ଚାଲିଛି ଲଢ଼େଇ। କେକେଆର୍‌ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରାଜସ୍ଥାନ ପକ୍ଷରୁ ରାହାଣେ ଓ ଡି.ସଟ୍‌ ଇଂନିସ ଓପନ୍‌ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ରାଜସ୍ଥାନ ଅଧିନାୟକ ରାହାଣେଙ୍କ ବ୍ୟାଟରୁ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ହେଲେ ସେ ୩୬ ରନ୍‌ କରି ରନ୍ ଆଉଟ୍‌ ହୋଇଯାଇଥିଲେ। ଶେଷ ଖବର ସୁଦ୍ଧା ରାଜସ୍ଥାନ ଗୋଟିଏ ୱିକେଟ୍‌ ହରାଇ ୭ ଓଭରରେ ସଂଗ୍ରହ କରିଛି ୫୭ ରନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos