କୋହଲିଙ୍କ ଦ୍ରୁତତମ ୬୦୦୦ ରନ ରେକର୍ଡ ଭାଙ୍ଗିଲେ ଆମଲା

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡରେ ଖେଳାଯାଉଥିବା ଗାନ୍ଧି-ମାଣ୍ଡେଲା ସିରିଜର ଶେଷ ମ୍ୟାଚରେ ରେକର୍ଡ ସ୍ଥାପନ କରିଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ବ୍ୟାଟ୍ସମ୍ୟାନ ହାସିମ୍ ଆମଲା। ସେ ଭାରତ ବିରାଟ କୋହଲିଙ୍କ ଦ୍ରୁତତମ ୬୦୦୦ ରେକର୍ଡକୁ ଅତିକ୍ରମ କରିଛନ୍ତି। ଆମଲା ୧୨୩ଟି ମ୍ୟାଚ ଖେଳି ଏହି ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ବିରାଟ କୋହଲି ୧୩୬ ମ୍ୟାଚ ଖେଳି ୬୦୦୦ ରନ ସଂଗ୍ରହ କରିବାର ରେକର୍ଡ କରିଥିଲେ। ଆଜିର ମ୍ୟାଚ ପୂର୍ବରୁ ଏହି ରେକର୍ଡ ଭାଙ୍ଗିବାକୁ ଆମଲାଙ୍କୁ ୧୫ […]

hashim-amla-train-700

hashim-amla-train-700

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 01:11 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡରେ ଖେଳାଯାଉଥିବା ଗାନ୍ଧି-ମାଣ୍ଡେଲା ସିରିଜର ଶେଷ ମ୍ୟାଚରେ ରେକର୍ଡ ସ୍ଥାପନ କରିଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ବ୍ୟାଟ୍ସମ୍ୟାନ ହାସିମ୍ ଆମଲା। ସେ ଭାରତ ବିରାଟ କୋହଲିଙ୍କ ଦ୍ରୁତତମ ୬୦୦୦ ରେକର୍ଡକୁ ଅତିକ୍ରମ କରିଛନ୍ତି।

ଆମଲା ୧୨୩ଟି ମ୍ୟାଚ ଖେଳି ଏହି ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ବିରାଟ କୋହଲି ୧୩୬ ମ୍ୟାଚ ଖେଳି ୬୦୦୦ ରନ ସଂଗ୍ରହ କରିବାର ରେକର୍ଡ କରିଥିଲେ।

ଆଜିର ମ୍ୟାଚ ପୂର୍ବରୁ ଏହି ରେକର୍ଡ ଭାଙ୍ଗିବାକୁ ଆମଲାଙ୍କୁ ୧୫ ରନ ଆବଶ୍ୟକ ଥିଲା। ମୋହିତ ଶର୍ମାଙ୍କ ବଲରେ ଚୌକା ମାରି ସେ ଏହି ରେକର୍ଡ ଅତିକ୍ରମ କରିଥିଲେ । ଆଜିର ମ୍ୟାଚରେ ସେ ୨୩ ରନ କରି ମୋହିତ ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos