ରାଜସ୍ଥାନକୁ ୨୫ ରନ୍‌ରେ ହରାଇଲା କୋଲକାତା

କୋଲକାତା: ଇଡେନ ଗାର୍ଡେନରେ ଖେଳା ଯାଇଥିବା ଏଲିମିନେଟୋର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ କୋଲକାତା ନାଇଟ୍‌ ରାଇଡର୍ସ ୨୫ ରନ୍‌ରେ ପରାସ୍ତ କରିଛନ୍ତି। କୋଲକାତା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଏହି ମ୍ୟାଚ୍‌ର ବିଜେତା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ। ରାଜସ୍ଥାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ କୋଲକାତାର ଦୁଇ ଓପନର ନାୟର ଏବଂ ଲିନ୍‌ ଫିଲ୍ଡକୁ ଓହ୍ଲାଇ ଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ବ୍ୟାଟିଂ […]

kolkata-knight-riders-vs-rajasthan-royals-eliminator

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 11:01 PM IST

Sports

Latest News

କୋଲକାତା: ଇଡେନ ଗାର୍ଡେନରେ ଖେଳା ଯାଇଥିବା ଏଲିମିନେଟୋର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ କୋଲକାତା ନାଇଟ୍‌ ରାଇଡର୍ସ ୨୫ ରନ୍‌ରେ ପରାସ୍ତ କରିଛନ୍ତି। କୋଲକାତା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଏହି ମ୍ୟାଚ୍‌ର ବିଜେତା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ।

ରାଜସ୍ଥାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ କୋଲକାତାର ଦୁଇ ଓପନର ନାୟର ଏବଂ ଲିନ୍‌ ଫିଲ୍ଡକୁ ଓହ୍ଲାଇ ଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହୋମ୍‌ ଫିଲ୍ଡରେ ନାୟରଙ୍କ ବ୍ୟାଟ୍‌ ଚାଲି ନଥିଲା। ସେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହାପରେ ଉତ୍ଥାପା ଏବଂ ନୀତିଶ ରାଣା ୩ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଯାଇଥିଲେ। ଚତୁର୍ଥ ୱିକେଟ୍‌ ଭାବେ ଅନ୍ୟତମ ଓପନର ଲିନ୍‌ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୫୧ ହୋଇଥିଲା। ଏହାପରେ ଅଧିନାୟକ ଦିନେଶ କାର୍ତ୍ତିକ ଏବଂ ଗିଲ୍‌ ଇଂନିସ୍‌ ସମ୍ଭାଳି ଥିଲେ। ଉଭୟ ୫୪ ରନ୍‌ର ପାର୍ଟନରସିପ୍‌ କରିଥିଲେ। କାର୍ତ୍ତିକ ୩୫ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୨ ଛକା ମାରି ୫୨ ରନ୍‌ର ଇଂନିସ୍‌ ଖେଳିଥିଲେ। ଗିଲ ୧୭ ବଲ୍‌ ଖେଳି ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୮ ରନ୍‌ କରିଥିଲେ। କୋଲକାତା ଇଂନିସ୍‌ର ମୁଖ୍ୟ ଆକର୍ଷଣ ଥିଲେ ଆନ୍ଦ୍ରେ ରସେଲ। ସେ ୨୫ଟି ବଲ୍‌ ଖେଳି ୩ ଚୌକା ଓ ୫ ଛକା ସହାୟତାରେ ଧୂଆଁଧାର ୪୯ ରନ୍‌ର ଇଂନିସ୍‌ ଖେଳିଥିଲେ। ଦଳ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା।

୧୭୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇଥିଲା। ଅଧିନାୟକ ଆଜିଙ୍କ୍ୟା ରାହାଣେ ୪୧ ବଲ ଖେଳି ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍‌ ଏବଂ ରାହୁଲ ତ୍ରିପାଠୀ ୧୩ ବଲ୍‌ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୨୦ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ ୩୮ ବଲ୍‌ରୁ ୪ ଚୌକା ଓ ୨ ଛକା ବଳରେ ୫୦ ରନ୍‌ କରିଥିଲେ। ହେଲେ ଏହା ଦଳକୁ ବିଜୟ କରାଇବାକୁ ଯଥେଷ୍ଟ ହୋଇ ନଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରା ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story