ଶେଷ ଟେଷ୍ଟରେ ଜାଡେଜାଙ୍କ ସ୍ଥାନ ନେବେ କୁଲଦୀପ: ବିରାଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

  ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟମ୍ୟାଚ୍‌ ଖେଳିବକୁ ଯାଉଛି। ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଜିତି ସାରିଛି। ଏହାସହ ଶେଷ ଟେଷ୍ଟ ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଶେଷ ଟେଷ୍ଟ ମ୍ୟାଚ୍‌ରେ ବାସନ୍ଦ ହୋଇଥିବା ଜାଡେଜାଙ୍କ ସ୍ଥାନ ନେବେ କୁଲଦୀପ ଯାଦବ। ଏନେଇ ସଂକେତ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ସେ ଏହାମଧ୍ୟ […]

birat1

birat1

Rakesh Mallick
  • Published: Friday, 11 August 2017
  • Updated: 11 August 2017, 05:45 PM IST

Sports

Latest News

 

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟମ୍ୟାଚ୍‌ ଖେଳିବକୁ ଯାଉଛି। ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଜିତି ସାରିଛି। ଏହାସହ ଶେଷ ଟେଷ୍ଟ ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଶେଷ ଟେଷ୍ଟ ମ୍ୟାଚ୍‌ରେ ବାସନ୍ଦ ହୋଇଥିବା ଜାଡେଜାଙ୍କ ସ୍ଥାନ ନେବେ କୁଲଦୀପ ଯାଦବ। ଏନେଇ ସଂକେତ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ସେ ଏହାମଧ୍ୟ କହିଛନ୍ତି କୁଲଦୀପ ଯାଦବଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ତେଣୁ ଏହି ମ୍ୟାଚ୍‌ରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ କୋହଲି ଆଶାବାଦୀ।  ଅନ୍ୟପଟେ ଅଧିନାୟକଙ୍କ ପାଇଁ ମଧ୍ୟ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚ୍‌ ଜିତି ଇତିହାସ ରଚିବାକୁ ଯାଉଛନ୍ତି କୋହଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos