ଆଇସିସି କ୍ରିକେଟ୍ କମିଟି ଅଧ୍ୟକ୍ଷ ପଦ ବଜାୟ ରଖିଲେ କୁମ୍ବଲେ, ଦ୍ରାବିଡ଼ ସଦସ୍ୟ ମନୋନୀତ

ଦୁବାଇ: ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ ଆଜି ପୁନଃ ନିଯୁକ୍ତି ପାଇଛନ୍ତି। ଆଇସିସି କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ଭାବେ ଏହା ତାଙ୍କର ଦ୍ୱିତୀୟ ପାଳି। ସେ ଏହି ପଦରେ ତିନି ବର୍ଷ ରହିବେ। ୨୦୧୨ରେ କୁମ୍ବଲେ ପ୍ରଥମ ଥର ପାଇଁ ଏହି ପଦରେ ନିଯୁକ୍ତି ପାଇଥିଲେ। ଏବେ ସେ ୨୦୧୮ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଆଇସିସିର ଏହି ଟପ୍‌ ପ୍ୟାନେଲ୍‌ର ସଦସ୍ୟ ଭାବେ ରାହୁଲ ଦ୍ରାବିଡ଼ ମଧ୍ୟ […]

anil-kumble

anil-kumble

Rakesh Mallick
  • Published: Friday, 13 May 2016
  • Updated: 13 May 2016, 12:04 PM IST

Sports

Latest News

anil-kumbleଦୁବାଇ: ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ ଆଜି ପୁନଃ ନିଯୁକ୍ତି ପାଇଛନ୍ତି। ଆଇସିସି କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ଭାବେ ଏହା ତାଙ୍କର ଦ୍ୱିତୀୟ ପାଳି। ସେ ଏହି ପଦରେ ତିନି ବର୍ଷ ରହିବେ।

୨୦୧୨ରେ କୁମ୍ବଲେ ପ୍ରଥମ ଥର ପାଇଁ ଏହି ପଦରେ ନିଯୁକ୍ତି ପାଇଥିଲେ। ଏବେ ସେ ୨୦୧୮ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ଆଇସିସିର ଏହି ଟପ୍‌ ପ୍ୟାନେଲ୍‌ର ସଦସ୍ୟ ଭାବେ ରାହୁଲ ଦ୍ରାବିଡ଼ ମଧ୍ୟ ନିଯୁକ୍ତି ପାଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟୱର୍ଦ୍ଦନେ ଏହି କମିଟିର ସଦସ୍ୟ ହୋଇଛନ୍ତି। ଏହି ଦୁଇ ମହାନ୍ କ୍ରିକେଟର୍ ତିନି ବର୍ଷ ପାଇଁ ଏହି ନିଯୁକ୍ତି ପାଇଛନ୍ତି। ସେମାନେ ଆଇସିସି କ୍ରିକେଟ୍ କମିଟିର ସଦସ୍ୟ ଭାବେ ଲର୍ଡ୍ସରେ ମେ’ ୩୧ ଓ ଜୁନ୍ ୧ ତାରିଖରେ ହେବାକୁ ଥିବା ବୈଠକରେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos