IPL ପାର୍ଟିରେ ଯୁବରାଜ ଓ କୋହଲିଙ୍କ ଡିମାଣ୍ଡ ଥିଲା ସବୁଠୁ ଅଧିକ: ରାତିସାରା ଲାଇନ୍‌ ଲଗାଉଥିଲେ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୭ ତାରିଖ ଠାରୁ ଆଇପିଏଲର ୧୧ ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଆପଣଙ୍କୁ ହୁଏତ ମନେ ଥିବ ଆଇପଏଲ ଆରମ୍ଭରୁ କିଛି ସଂସ୍କରଣ ପର୍ଯ୍ୟନ୍ତ ମ୍ୟାଚ୍ ପରେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ପାର୍ଟି ଚାଲିଥାଏ। ବେଳେ ବେଳେ ସାରାରାତି ମଧ୍ୟ ଏହି ପାର୍ଟି ଚାଲିଥାଏ। ଯେଉଁଥିରେ କ୍ରିକେଟ୍‌ଙ୍କ ସହ ବଲିଉଡ଼୍‌ ଷ୍ଟାର୍‌ ମଧ୍ୟ ସାମିଲ ହେଉଥିଲେ। ଏହି ସମୟରେ କ୍ରିକେଟରଙ୍କ […]

virat111_1522646063

virat111_1522646063

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 10:46 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୭ ତାରିଖ ଠାରୁ ଆଇପିଏଲର ୧୧ ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଆପଣଙ୍କୁ ହୁଏତ ମନେ ଥିବ ଆଇପଏଲ ଆରମ୍ଭରୁ କିଛି ସଂସ୍କରଣ ପର୍ଯ୍ୟନ୍ତ ମ୍ୟାଚ୍ ପରେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ପାର୍ଟି ଚାଲିଥାଏ। ବେଳେ ବେଳେ ସାରାରାତି ମଧ୍ୟ ଏହି ପାର୍ଟି ଚାଲିଥାଏ। ଯେଉଁଥିରେ କ୍ରିକେଟ୍‌ଙ୍କ ସହ ବଲିଉଡ଼୍‌ ଷ୍ଟାର୍‌ ମଧ୍ୟ ସାମିଲ ହେଉଥିଲେ। ଏହି ସମୟରେ କ୍ରିକେଟରଙ୍କ ନିକଟତର ହେବାପାଇଁ ପ୍ରଶଂସକଙ୍କୁ ସୁଯୋଗ ଥିଲା। କିନ୍ତୁ ୨୦୧୩ ପରଠାରୁ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ ବିବାଦ ପରେ ଏହାକୁ ବ୍ୟାନ୍‌ କରିଦିଆଯାଇଥିଲା।

ଆଇପିଏଲ ମ୍ୟାଚ୍‌ ପରେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ହେଉଥିବା ପାର୍ଟିରେ ଅନେକ କ୍ରିକେଟର୍‌ ବିଭିନ୍ନ ଯୁବତୀ ଓ ଚୟରଗାର୍ଲଙ୍କ ସହ ସାରାରାତି ଡ୍ୟାନ୍ସ କରୁଥିବାର ଦୃଶ୍ୟ ସାମ୍ନାକୁ ଅସିଥାଏ।

ବିଶେଷ କରି ଯୁବରାଜ ସିଂ ଓ ବିରାଟ କୋହଲିଙ୍କ ସହ ଅନେକ ଯୁବତୀ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାନ୍ତି। ଏହାରି ମଧ୍ୟରେ ଲଳିତ ମୋଦି, ବିଜୟ ମାଲ୍ୟା ମଧ୍ୟ ଯୁବତୀ ମାନଙ୍କ ସହ ରୋମାନ୍ସ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story