IPLର ସବୁଠୁ ଲମ୍ବା ଛକା: ଧୋନୀ ୮ ନମ୍ବର ସ୍ଥାନରେ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର୍‌ ୧୧ତମ ସିଜିନ ୭ ଏପ୍ରିଲ ଠାରୁ ଆରମ୍ଭ ହେବାକୁ ଯାଉଛି। ପାଖାପାଖି ୨ମାସ ପର୍ଯ୍ୟନ୍ତ ପଡ଼ିଆରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିବ। ସବୁ ସିଜିନ ଭଳି ଏହି ସିଜିନରେ ମଧ୍ୟ ଲମ୍ବା ଲମ୍ବା ଛକା ଦେଖିବାକୁ ମିଳିବ। ଯେଉଁ ଖେଳାଳି ଲମ୍ବା ଲମ୍ବା ଛକା ମାରିବାରେ ମାହିର୍‌ ସେମାନଙ୍କ ଉପରେ ସମସ୍ତଙ୍କ ନଜର। ଯଦି ପୂର୍ବ ରେକର୍ଡକୁ ଦେଖିବା ତେବେ ଲମ୍ବା ଛକା ମାରିବାରେ ଭାରତୀୟ କ୍ରିକେଟ୍‌ର ମଧ୍ୟ ପଛରେ ନାହାଁନ୍ତି। […]

image_20130414154139

image_20130414154139

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 04:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର୍‌ ୧୧ତମ ସିଜିନ ୭ ଏପ୍ରିଲ ଠାରୁ ଆରମ୍ଭ ହେବାକୁ ଯାଉଛି। ପାଖାପାଖି ୨ମାସ ପର୍ଯ୍ୟନ୍ତ ପଡ଼ିଆରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିବ। ସବୁ ସିଜିନ ଭଳି ଏହି ସିଜିନରେ ମଧ୍ୟ ଲମ୍ବା ଲମ୍ବା ଛକା ଦେଖିବାକୁ ମିଳିବ। ଯେଉଁ ଖେଳାଳି ଲମ୍ବା ଲମ୍ବା ଛକା ମାରିବାରେ ମାହିର୍‌ ସେମାନଙ୍କ ଉପରେ ସମସ୍ତଙ୍କ ନଜର। ଯଦି ପୂର୍ବ ରେକର୍ଡକୁ ଦେଖିବା ତେବେ ଲମ୍ବା ଛକା ମାରିବାରେ ଭାରତୀୟ କ୍ରିକେଟ୍‌ର ମଧ୍ୟ ପଛରେ ନାହାଁନ୍ତି। ଶ୍ରେଷ୍ଠ ୮ଜଣଙ୍କ ମଧ୍ୟରେ ୩ଜଣ ଭାରତୀୟ ଅଛନ୍ତି ଯିଏ ଲମ୍ବା ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। କିନ୍ତୁ ଏହି ଲିଷ୍ଟରେ ସିକ୍ସର କିଙ୍ଗ ଯୁବରାଜ ସିଂଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ନାଁ ନାହିଁ।

୧-ଆଇପିଏଲରେ ସବୁଠୁ ଲମ୍ବା ଛକା ମାରିବାର ରେକର୍ଡ ଏଲ୍‌ବି ମୋର୍କେଲଙ୍କ ନାଁରେ ରହିଛି। ଚେନ୍ନାଇ ପକ୍ଷରୁ ୨୦୦୮ରେ ଖେଳି ୧୨୫ ମିଟର୍‌ ଲମ୍ବର ଏକ ବିଶାଳ ଛକା ମାରିଥିଲେ।

୨- ଲମ୍ବା ଛକା ମାରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟର୍‌ ପ୍ରବୀଣ କୁମାର। ପଞ୍ଜାବ ପକ୍ଷରୁ ୨୦୦୮ରେ ସେ ୧୨୪ ମିଟର୍ ଲମ୍ବର ଏକ ବିଶାଳ ଛକା ମାରି ସମସ୍ତଙ୍କୁ ଚକିତ କରିଥିଲେ।

୩- ତୃତୀୟ ସ୍ଥାନରେ ଅଛନ୍ତି ଗିଲଖ୍ରୀଷ୍ଟ। ୨୦୧୧ରେ ପଞ୍ଜାବ ପକ୍ଷରୁ ସେ ୧୨୨ ମିଟର ଲମ୍ବର ଏକ ବିଶାଳ ଛକା ମାରିଥିଲେ।

୪- ୪ର୍ଥ ସ୍ଥାନରେ ଥିବା ଭାରତୀୟ କ୍ରିକେଟର୍‌ ରବିନ ଉତ୍ଥପା ଆର୍‌ସିବି ପକ୍ଷରୁ ୨୦୧୦ରେ ଏକ ବିଶାଳ ଛକା ମାରିଥିଲେ। ଯାହାର ଲମ୍ବ ଥିଲା ୧୨୦ ମିଟର।

୫- ରସ୍‌ ଟେଲର୍ ୨୦୦୮ ଆଇପିଏଲରେ ଆରସିବି ପକ୍ଷରୁ ୧୧୯ ମିଟର ଲମ୍ବର ଏକ ବିଶାଳ ଛକା ମାରି ୫ମ ସ୍ଥାନରେ ଅଛନ୍ତି।

୬-କ୍ରିସ୍‌ ଗଲେ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଗେଲ୍‌ ୨୦୧୩ରେ ଆର୍‌ସିବି ପକ୍ଷରୁ ୧୧୯ ମିଟର୍‌ ଲମ୍ବର ଏକ ବିଶାଳ ଛକା ମାରିଥିଲେ।

୭- ତାଲିକାରେ ୭ମ ସ୍ଥାନରେ ଅଛନ୍ତି ବେନ୍ କଟିଂ। ସେ ହାଇଦ୍ରାବାଦ ପକ୍ଷରୁ ୨୦୧୬ରେ ୧୧୭ ମିଟର୍‌ ଲମ୍ବା ଛକା ମାରିଥିଲେ।

8- ତାଲିକାର ୮ମ ସ୍ଥାନରେ ଅଛନ୍ତି ଧୋନୀ। ୧୧୨ ମିଟର୍‌ ଛକା ମାରି ଧୋନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story