ଅର୍ଜୁନ ଆୱାର୍ଡ ପାଇଁ ମନିକା ବାତ୍ରାଙ୍କ ନାଁ ସୁପାରିସ

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡାରେ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରାଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର। ଏ ନେଇ କେନ୍ଦ୍ର ଖେଳ ମନ୍ତ୍ରାଳୟକୁ ସୁପାରିଶ କରିଛି ଭାରତୀୟ ଟେବୁଲ ଟେନିସ ମହାସଂଘ। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲେ ମନିକା ବାତ୍ରା। ଏପ୍ରିଲ ୨୯ରେ ସ୍ୱିଡେନରେ ହେବାକୁ ଥିବା ବିଶ୍ୱ ଟେବୁଲ ଟେନିସ ଚାମ୍ପିଆନସିପରେ ଭଲ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମନିକା।

dc-Cover-v40emllijc8db31gj36v7naho0-20180420180521.Medi

Rakesh Mallick
  • Published: Monday, 23 April 2018
  • Updated: 23 April 2018, 01:16 AM IST

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡାରେ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରାଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର। ଏ ନେଇ କେନ୍ଦ୍ର ଖେଳ ମନ୍ତ୍ରାଳୟକୁ ସୁପାରିଶ କରିଛି ଭାରତୀୟ ଟେବୁଲ ଟେନିସ ମହାସଂଘ। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲେ ମନିକା ବାତ୍ରା। ଏପ୍ରିଲ ୨୯ରେ ସ୍ୱିଡେନରେ ହେବାକୁ ଥିବା ବିଶ୍ୱ ଟେବୁଲ ଟେନିସ ଚାମ୍ପିଆନସିପରେ ଭଲ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମନିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos