ଫିଫା ବିଶ୍ୱକପ୍‌: ଅଧା ରହିଯିବ ମେସିଙ୍କ ସ୍ୱପ୍ନ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଙ୍ଗି ଯିବ କି ମେସିଙ୍କ ସ୍ୱପ୍ନ। ଗୁରୁବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆଠାରୁ ପରାସ୍ତ ହୋବା ପରେ ବିଶ୍ୱକପରୁ ବିଦା ହେବା ଡର ଦେଖାଦେଇଛି। ଆର୍ଜେଣ୍ଟିନାର ଅଧିନାୟକ ଲନିଓନେଲ୍‌ ମେସିଙ୍କ ଠାରୁ ଏହି ମ୍ୟାଚ୍‌ରେ କିଛି ଚମତ୍କାର ଆଶା କରାଯାଉଥିଲା। ମାତ୍ର କ୍ରୋଏସିଆ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ସାମ୍ନାରେ ମେସିଙ୍କ ସବୁ ରଣନୀତି ଫେଲ୍‌ ମାରିଥିଲା। ଆଉ ମେସିଙ୍କର ବିଶ୍ୱ କପ୍‌ ସ୍ୱପ୍ନ ଏବେ ଆଶଙ୍କା ଭିତରେ […]

maxresdefault (1)

maxresdefault (1)

Rakesh Mallick
  • Published: Friday, 22 June 2018
  • Updated: 22 June 2018, 06:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଙ୍ଗି ଯିବ କି ମେସିଙ୍କ ସ୍ୱପ୍ନ। ଗୁରୁବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆଠାରୁ ପରାସ୍ତ ହୋବା ପରେ ବିଶ୍ୱକପରୁ ବିଦା ହେବା ଡର ଦେଖାଦେଇଛି। ଆର୍ଜେଣ୍ଟିନାର ଅଧିନାୟକ ଲନିଓନେଲ୍‌ ମେସିଙ୍କ ଠାରୁ ଏହି ମ୍ୟାଚ୍‌ରେ କିଛି ଚମତ୍କାର ଆଶା କରାଯାଉଥିଲା। ମାତ୍ର କ୍ରୋଏସିଆ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ସାମ୍ନାରେ ମେସିଙ୍କ ସବୁ ରଣନୀତି ଫେଲ୍‌ ମାରିଥିଲା। ଆଉ ମେସିଙ୍କର ବିଶ୍ୱ କପ୍‌ ସ୍ୱପ୍ନ ଏବେ ଆଶଙ୍କା ଭିତରେ ରହିଛି। ବିଶ୍ୱକପରେ କୋଏସିଆ ବିପକ୍ଷ ମ୍ୟାଚ୍‌ରେ ଯେଉଁଭଳି ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ସୋଚନୀୟ ପରାସ୍ତ ହୋଇଛି ଏହାକୁ ସାରା ଜୀବନରେ ମେସି କେବେ ବି ଭୁଲିପାରିବେ ନାହିଁ।

କ୍ଲବ ମ୍ୟାଚ୍‌ରେ ବଡ଼ ସଫଳତା ସାଉଁଟିଥିବା ଦୁନିଆର ସର୍ବଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ଭାବେ ସେସି ଖୁବ୍‌ ପ୍ରତିଷ୍ଠିତ। ତାଙ୍କର ଆଶା ଥିଲା ନିଜର ଶେଷ ବିଶ୍ୱ କପ୍‌ ଫୁଟ୍‌ବଲ ମ୍ୟାଚ୍‌ରେ ଏହି ଟ୍ରଫି ନିଜ ନାଁରେ କରିବେ। କିନ୍ତୁ ଏହି ସ୍ୱପ୍ନ ଆଉ ପୂରା ହୋଇପାରିବ କି ନାହିଁ ତାହା କହିବା ମୁସ୍କିଲ୍‌।

Image result for messi in argentina

କ୍ରୋଏସିଆ ଠାରୁ ୩- ୦ ଗୋଲରେ ଶୋଚନୀୟ ପରାସ୍ତ ହେବା ପରେ ଟାଇଟଲ ଦାବିଦାର ଆର୍ଜେଣ୍ଟିନା ପ୍ରଥମ ରାଉଣ୍ଡରୁ ବିଦା ହେବା ଆଶଙ୍କା ଦେଖାଦେଇଛି। ଏପରିକି ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ଆଇସଲାଣ୍ଡ ଠାରୁ ବି ମ୍ୟାଚ୍ ଜିତି ପାରିନଥିଲା ଆର୍ଜେଣ୍ଟିନା। ଏହି ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ପ୍ରତିଯୋଗିତାରେ ଫ୍ଲପ୍  ସାବ୍ୟସ୍ତ ହୋଇଛନ୍ତି ମେସି। ପ୍ରଥମ ମ୍ୟାଚ୍‌ରେ ମିଳିଥିବା ପେନାଲଟିକୁ ଗୋଲରେ ପରିଣତ କରି ପାରି ନଥିଲେ ଷ୍ଟାର୍‌ ମେସି। ତେଣୁ ପ୍ରି-କ୍ୱାଟର୍‌କୁ ଯିବାକୁ ହେଲେ ଆର୍ଜେଣ୍ଟିନାକୁ ନାଇଜେରିଆ ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। କେବଳି ଏତିକି ନୁହେଁ ଏହାସହ ଆଇସଲାଣ୍ଡ ଓ କ୍ରୋଏସିଆ ବିପକ୍ଷ ମ୍ୟାଚର ଫଳାଫଳ ଉପରେ ବି ଦଳକୁ ନିର୍ଭର ରହିବାକୁ ପଡ଼ିବ।Image result for messi in argentina

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story