IPL ଆରମ୍ଭ: ଚେନ୍ନାଇର ଫିଲ୍ଡିଂ ନିଷ୍ପତ୍ତି, ମୁମ୍ବାଇକୁ ପ୍ରାରମ୍ଭିକ ଝଟ୍‌କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଗଲା ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଆଇପିଏଲ୍‌। ମୁମ୍ବାଇର ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍। ଚେନ୍ନାଇ ଅଧିନାୟକ ଧୋନୀ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତି ନେଇଥିଲେ। ମୁମ୍ବାଇ ପକ୍ଷରୁ ଏଭିନ୍ ଲୁଇଜ୍‌ ଓ ରୋହିତ ଶର୍ମା ଓପ୍‌ନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଲୁଇସି ବିନା ଖାତା ଖୋଲି  ଦୀପକ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ରୋହିତ ୧୫ […]

mi-vs-csk-620x400

mi-vs-csk-620x400

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଗଲା ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଆଇପିଏଲ୍‌। ମୁମ୍ବାଇର ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍। ଚେନ୍ନାଇ ଅଧିନାୟକ ଧୋନୀ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତି ନେଇଥିଲେ। ମୁମ୍ବାଇ ପକ୍ଷରୁ ଏଭିନ୍ ଲୁଇଜ୍‌ ଓ ରୋହିତ ଶର୍ମା ଓପ୍‌ନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଲୁଇସି ବିନା ଖାତା ଖୋଲି  ଦୀପକ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ରୋହିତ ୧୫ ରନ କରି ୱାଟସନଙ୍କ ଶିକାର ହୋଇଥିଲେ। ସେପଟେ  ଚେନ୍ନାଇ ଦଳରେ ଡୁପ୍ଲେସିସ୍, ମୁରଲୀ ବିଜୟଙ୍କୁ ଦଳରେ ସ୍ଥାନ ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story