ଆଇପିଏଲର ସବୁଠୁ ସଫଳ ଟିମ୍‌ ଏବେ ସଙ୍କଟରେ: ଅନେକ ଖେଳାଳିଙ୍କ ଫର୍ମ ଆଉଟ୍‌

ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଆଇପିଏଲର ୨୩ ତମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ଫୁଲ ଫର୍ମରେ ଥିବାବେଳେ ମୁମ୍ବାଇର ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ତେଣୁ ନିଜ ଘରୋଇ ମାଟିରେ ମୁମ୍ବାଇ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲରେ କମବ୍ୟାକ୍‌ କରିବାକୁ ଚେଷ୍ଟାକରିବ। ଅନ୍ୟପଟେ ହାଇଦ୍ରାବାଦ ଆଜିର ମ୍ୟାଚରେ ପୂର୍ବ ଫର୍ମକୁ ବଳବତ୍ତର ରଖି ମ୍ୟାଚ୍‌କୁ ନିଜ ନାଁରେ କରିବାକୁ ପଡ଼ିଆକୁ ଓହ୍ଲାଇବ। ପଏଣ୍ଟ ଟେବୁଲରେ ହାଇଦ୍ରାବାଦ ଏପର୍ଯ୍ୟନ୍ତ […]

IPL 10 FINAL

IPL 10 FINAL

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 04:10 PM IST

Sports

Latest News

ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଆଇପିଏଲର ୨୩ ତମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ଫୁଲ ଫର୍ମରେ ଥିବାବେଳେ ମୁମ୍ବାଇର ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ତେଣୁ ନିଜ ଘରୋଇ ମାଟିରେ ମୁମ୍ବାଇ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲରେ କମବ୍ୟାକ୍‌ କରିବାକୁ ଚେଷ୍ଟାକରିବ। ଅନ୍ୟପଟେ ହାଇଦ୍ରାବାଦ ଆଜିର ମ୍ୟାଚରେ ପୂର୍ବ ଫର୍ମକୁ ବଳବତ୍ତର ରଖି ମ୍ୟାଚ୍‌କୁ ନିଜ ନାଁରେ କରିବାକୁ ପଡ଼ିଆକୁ ଓହ୍ଲାଇବ।

ପଏଣ୍ଟ ଟେବୁଲରେ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହେବା ସହ ୨ଟିରେ ପରାସ୍ତ ହୋଇ ୬ ପଏଣ୍ଟ ସହ ତାଲିକାରେ ୪ର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ମୁମ୍ବାଇ ୫ଟି ମ୍ୟାଚ୍‌ରୁ ୪ଟିରେ ପରାସ୍ତ ହେବାସହ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଫଳରେ ପଏଣ୍ଟ ତାଲିକାରେ ମୁମ୍ବାଇ ୭ମ ସ୍ଥାନରେ ରହିଛି। ମୁମ୍ବାଇ ଟିମ୍‌ରେ ଅନେକ ଅନ୍ତର୍ଜାତୀୟ ଖେଳାଳି ଥିବା ବେଳେ ଅନେକ ଖେଳାଳି ଖରାପ ଫର୍ମଦେଇ ଗତି କରୁଛନ୍ତି। ବିଶେଷ କରି ବିସ୍ଫୋରକ ଖେଳାଳି ପୋଲାର୍ଡଙ୍କ ଉପରେ ଟିମ୍ ଅନେକ ଭରାସ ରଖିଥିବା ବେଳେ ସେ ୫ଟି ମ୍ୟାଚ୍‌ରୁ ମାତ୍ର ୫୪ ରନ୍‌ ହିଁ କରିପାରିଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ପୋଲାର୍ଡଙ୍କୁ ଦଳରେ ସ୍ଥାନ ମିଳିବା ସମ୍ଭାବନା କମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story