ଆଇପିଏଲର ସବୁଠୁ ସଫଳ ଟିମ୍‌ ପାଇଁ ସମ୍ମାନର ପ୍ରଶ୍ନ: ଗୋଟିଏ ମ୍ୟାଚ୍‌ ହାରିଲେ ସ୍ୱପ୍ନ ଅଧା ରହିଯିବ

ତିନି ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଚଳିତ ପ୍ରତିଯୋଗିତାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଆଇପିଏଲରେ ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟି ମ୍ୟାଚ୍‌ରେ ବିଜୟୀ ହେବା ସହ ୬ଟି ମ୍ୟାଚ୍‌ରେ ପରାଜୟ ହୋଇଛି। ଫଳରେ ପେଏଣ୍ଟ ଟେବୁଲରେ ୪ ଅଙ୍କ ସହ ଶେଷ ସ୍ଥାନରେ ରହିଛି। ଏପରି ପରିସ୍ଥିତିରେ ମୁମ୍ବାଇ ଅଜି ଇନ୍ଦୋର ଠାରେ ଆଇପିଏଲର ୩୪ ତମ ମ୍ୟାଚରେ ଶକ୍ତିଶାଳୀ ପଞ୍ଜାବକୁ ଭେଟିବ। ଏହି ମ୍ୟାଚ୍‌ ମୁମ୍ବାଇ […]

1

1

Rakesh Mallick
  • Published: Friday, 04 May 2018
  • Updated: 04 May 2018, 04:19 PM IST

Sports

Latest News

ତିନି ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଚଳିତ ପ୍ରତିଯୋଗିତାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଆଇପିଏଲରେ ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟି ମ୍ୟାଚ୍‌ରେ ବିଜୟୀ ହେବା ସହ ୬ଟି ମ୍ୟାଚ୍‌ରେ ପରାଜୟ ହୋଇଛି। ଫଳରେ ପେଏଣ୍ଟ ଟେବୁଲରେ ୪ ଅଙ୍କ ସହ ଶେଷ ସ୍ଥାନରେ ରହିଛି।

ଏପରି ପରିସ୍ଥିତିରେ ମୁମ୍ବାଇ ଅଜି ଇନ୍ଦୋର ଠାରେ ଆଇପିଏଲର ୩୪ ତମ ମ୍ୟାଚରେ ଶକ୍ତିଶାଳୀ ପଞ୍ଜାବକୁ ଭେଟିବ। ଏହି ମ୍ୟାଚ୍‌ ମୁମ୍ବାଇ ପାଇଁ ବହୁ ଗୁରୁତ୍ୱ ରଖୁଛି। କାରଣ ମୁମ୍ବାଇ ଆଜିର ମ୍ୟାଚ୍‌ ହାରିଲେ ଆଇପିଏଲ ଟପ୍‌-୪ରୁ ବାଦ ପଡିବା ସମ୍ଭାବନା ଅଧିକ। ଅନ୍ୟପଟେ ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ରୁ ୫ଟିରେ ବିଜୟୀ ହେବା ସହ ମାତ୍ର ୨ଟିରେ ପରାସ୍ତ ହୋଇଛି। ଫଳରେ ୧୦ ଅଙ୍କ ସହ ପଞ୍ଜାବ ଏବେ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story