ଆମ କ୍ରିକେଟରଙ୍କ ନିକ୍‌ ନେମ୍ ଜାଣିଛନ୍ତି କି?   

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସବୁ ବ୍ୟକ୍ତିଙ୍କର ଡାକ ନାମ ରହିଥାଏ। ଏହି ନାମରେ ସମସ୍ତେ ଡାକିଥାନ୍ତି। ସେହିପରି ଭାରତୀୟ ଖେଳାଳିଙ୍କର ମଧ୍ୟ ରହିଛି ନିକ୍‌  ନେମ୍‌ । ମଇଦାନରେ ଖେଳାଳିମାନେ ଏହି ନାଁରେ ହିଁ ଡକାଡକି ହୋଇଥାନ୍ତି। ଆସନ୍ତୁ ଜାଣିବା ଭାରତୀୟ ଖେଳାଳିଙ୍କ କ’ଣ ନିକ୍‌ ନେମ୍‌ । ସଚିନ ତେନ୍ଦୁଲକର:ତେନ୍ଦୁଲକରଙ୍କୁ ସମସ୍ତେ ଲିଟିଲ୍‌ ମାଷ୍ଟର ଓ ମାଷ୍ଟର ବ୍ଲାଷ୍ଟର ନାମରେ ଡାକିଥାନ୍ତି। କିନ୍ତୁ ସଚିନଙ୍କୁ ଖେଳ ପଡ଼ିଆରେ ଅନ୍ୟ ଖେଳାଳିମାନେ ଆଉ ଗୋଟିଏ ନାଁ ବି ଦେଇଛନ୍ତି […]

1 copy

1 copy

Rakesh Mallick
  • Published: Monday, 05 February 2018
  • Updated: 05 February 2018, 05:40 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସବୁ ବ୍ୟକ୍ତିଙ୍କର ଡାକ ନାମ ରହିଥାଏ। ଏହି ନାମରେ ସମସ୍ତେ ଡାକିଥାନ୍ତି। ସେହିପରି ଭାରତୀୟ ଖେଳାଳିଙ୍କର ମଧ୍ୟ ରହିଛି ନିକ୍‌  ନେମ୍‌ । ମଇଦାନରେ ଖେଳାଳିମାନେ ଏହି ନାଁରେ ହିଁ ଡକାଡକି ହୋଇଥାନ୍ତି। ଆସନ୍ତୁ ଜାଣିବା ଭାରତୀୟ ଖେଳାଳିଙ୍କ କ’ଣ ନିକ୍‌ ନେମ୍‌ ।

ସଚିନ ତେନ୍ଦୁଲକର:ତେନ୍ଦୁଲକରଙ୍କୁ ସମସ୍ତେ ଲିଟିଲ୍‌ ମାଷ୍ଟର ଓ ମାଷ୍ଟର ବ୍ଲାଷ୍ଟର ନାମରେ ଡାକିଥାନ୍ତି। କିନ୍ତୁ ସଚିନଙ୍କୁ ଖେଳ ପଡ଼ିଆରେ ଅନ୍ୟ ଖେଳାଳିମାନେ ଆଉ ଗୋଟିଏ ନାଁ ବି ଦେଇଛନ୍ତି ଜାଣିଛନ୍ତି କ’ଣ ? ତେନ୍ଦୁଲକରଙ୍କୁ ତେନ୍ଦୁଲିଆ ବା ବଡ଼ ଭାଇ ନାମରେ ଡାକିଥାନ୍ତି ସାଥି ଖେଳାଳି।

ଅନୀଲ କୁମ୍ବଲେ: ଏହି ଖେଳାଳିଙ୍କ ନିକ୍‌ ନେମ୍‌ ଟିକିଏ ଅଲଗା। ଅନ୍ୟ ଖେଳାଳିମାନେ ତାଙ୍କୁ  ‘ଜମ୍ବୋ’ ନାମରେ ଡାକିଥାନ୍ତି। କୁମ୍ବଲେଙ୍କ ବଲିଂ ଷ୍ଟାଇଲ ଯୋଗୁଁ ତାଙ୍କୁ ଅନ୍ୟ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି।

ରାହୁଲ ଦ୍ରାବିଡ: ଏହି ଖେଳାଳିଙ୍କୁ ସମସ୍ତେ ‘ଦି ୱାଲ’ ନାମରେ ଡାକନ୍ତି। କିନ୍ତୁ ଅନ୍ୟ ଖେଳାଳିମାନେ ତାଙ୍କୁ  ଖୁସିରେ  ‘ଜେମି’ ଡାକିଥାନ୍ତି। ରାହୁଲଙ୍କ ଏହି ନାମ ପଛରେ ତାଙ୍କ ବାପାଙ୍କ  କିଛି ଅବଦାନ ରହିଛି। ରାହୁଲଙ୍କ ପିତା ଶରଦ କିଷାନ କମ୍ପାନୀରେ ଜେମି ସିରଫ ତିଆରି କରୁଥିଲେ। ସେଥିପାଇଁ ରାହୁଲଙ୍କୁ ସମେସ୍ତ ଜେମି ଡାକୁଥିଲେ।

ମହେନ୍ଦ୍ର ସିଂହ ଧୋନି: ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପଟନ ମହେନ୍ଦ୍ର ସିଂହ  ଧୋନିଙ୍କୁ  ଅନ୍ୟ ଖେଳାଳିମାନେ ‘ମାହି’ ନାମରେ ଡାକିଥାନ୍ତି।

ହରଭଜନ ସିଂହ: ସ୍ପିନର ହରଭଜନ ସିଂହଙ୍କୁ ଅନ୍ୟ ଖେଳାଳିମାନେ ଟର୍ବନେଟର ନାମରେ  ଡାକିଥାନ୍ତି। ଅନ୍ୟ କେତେକ ତାଙ୍କୁ ସେହ୍ନରେ ଭଜ୍ଜି ଡାକିଥାନ୍ତି।

ବୀରେନ୍ଦ୍ର ସେହୱାଗ: ଏହି ଖେଳାଳିଙ୍କୁ ଲୋକେ ନଜଫଗଡ଼ର ନବାବ ବୋଲି ଡାକିଥାନ୍ତି। କିନ୍ତୁ ଅନ୍ୟ ଖେଳାଳିମାନେ ତାଙ୍କୁ  ‘ବିରୁ’ ବୋଲି ସ୍ନେହରେ ସମ୍ୱୋଧନ କରନ୍ତି ।

ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ  ଖେଳାଳିମାନେ ‘ଚିକୁ’ ବୋଲି ଡାକିଥାନ୍ତି। ବିରାଟଙ୍କ ଏହି ନାମ  ଦିଲ୍ଲୀର କୋଚ ଅଜିତ ଚୌଧୁରୀ ଦେଇଥିଲେ। ତାଙ୍କର କହିବା ଷ୍ଟାଇଲ ଯୋଗୁଁ ତାଙ୍କୁ ଏହି ନାମରେ ଡକାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story