ନାଗିନ୍ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟ୍‌ର

କଲୋମ୍ବୋ: ସବୁ ଭାରତୀୟଙ୍କ ପସନ୍ଦ ନାଗିନ୍‌ ଡ୍ୟାନ୍ସ। କୌଣସି ସଙ୍ଗୀତ କାର୍ଯ୍ୟକ୍ରମ ହେଲେ ନାଗିନ୍‌ ଡ୍ୟାନ୍ସ ଆଗ ଦରକାର। ବିନା ନାଗିନ୍‌ ଡ୍ୟାନ୍ସରେ ତ ରୋଷଣିର କିଛି ମାନେ ନଥାଏ। ହେଲେ କେବେ ଭାବିଛନ୍ତି କୌଣସି ବିଦେଶୀ ନାଗିନ୍‌ ଡ୍ୟାନ୍ସ କରିବା କଥା। ତାହା ପୁଣି କ୍ରିକେଟ୍‌ ପରି ଲୋକପ୍ରିୟ ଖେଳର ଜଣେ ପ୍ରତିଷ୍ଠିତ ବିଦେଶୀ ଖେଳାଳି ପଡ଼ିଆ ଭିତରେ ଏମିତି କରିବାର। ଆଜ୍ଞା ହଁ ବାଂଲାଦେଶର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମୁଶଫିକୁର ପଡ଼ିଆ ଭିତରେ ଏପରି ଡ୍ୟାନ୍ସ […]

mushfiqur-rahim

mushfiqur-rahim

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 12:05 PM IST

Sports

Latest News

କଲୋମ୍ବୋ: ସବୁ ଭାରତୀୟଙ୍କ ପସନ୍ଦ ନାଗିନ୍‌ ଡ୍ୟାନ୍ସ। କୌଣସି ସଙ୍ଗୀତ କାର୍ଯ୍ୟକ୍ରମ ହେଲେ ନାଗିନ୍‌ ଡ୍ୟାନ୍ସ ଆଗ ଦରକାର। ବିନା ନାଗିନ୍‌ ଡ୍ୟାନ୍ସରେ ତ ରୋଷଣିର କିଛି ମାନେ ନଥାଏ। ହେଲେ କେବେ ଭାବିଛନ୍ତି କୌଣସି ବିଦେଶୀ ନାଗିନ୍‌ ଡ୍ୟାନ୍ସ କରିବା କଥା। ତାହା ପୁଣି କ୍ରିକେଟ୍‌ ପରି ଲୋକପ୍ରିୟ ଖେଳର ଜଣେ ପ୍ରତିଷ୍ଠିତ ବିଦେଶୀ ଖେଳାଳି ପଡ଼ିଆ ଭିତରେ ଏମିତି କରିବାର। ଆଜ୍ଞା ହଁ ବାଂଲାଦେଶର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମୁଶଫିକୁର ପଡ଼ିଆ ଭିତରେ ଏପରି ଡ୍ୟାନ୍ସ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଏପରି ନିଦାହାସ୍ ସିରିଜରେ ଗତକାଲି ବାଂଲାଦେଶ, ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ବାଂଲାଦେଶର ମୁଶଫିକୁର। ସେ ୭୨ ରନ୍‌ର ଧୂଆଁଧାର ଇଂନିସ୍‌ ଖେଳି ଅପରାଜିତ ଦେଶକୁ ଜିତାଇ ଥିଲେ। ମ୍ୟାଚ୍‌ ଜିତିବା ପରେ ମୁଶଫିକୁର ବହୁତ ଉତ୍ସାହିତ ହୋଇଯାଥିଲେ ଓ ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କରିବାକୁ ଲାଗିଥିଲେ।

https://www.youtube.com/watch?v=v3Ti_gezF2M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story