ଭାରତ-ପାକ୍‌ ଲୋକଙ୍କ ଭିତରେ କିଛି ପ୍ରଭେଦ ନାହିଁ: ସୋଏବ୍‌ ମଲ୍ଲିକ୍‌

କୋଲ୍‌କାତା: ବିଶ୍ୱକପ୍‌ ଟି-୨୦ରେ ଭାରତ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଅଲ୍‌ରାଉଣ୍ଡର ସୋଏବ୍‌ ମଲ୍ଲିକ। ସେ କହିଛନ୍ତି,“ଭାରତରେ ମୁଁ ସମ୍ମାନ ବୋଧ କରୁଛି। ଭାରତ-ପାକ୍‌ ଲୋକଙ୍କ ମଧ୍ୟରେ କୌଣସି ପ୍ରଭେଦ ଥିବା ମୁଁ ଦେଖି ପାରୁ ନାହିଁ।” ସେ ଆହୁରି କହିଛନ୍ତି,“ସୁରକ୍ଷା ବ୍ୟବସ୍ଥା ନେଇ ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଯାଉଛି। ମୋ ପତ୍ନୀ ସାନିଆ ମିର୍ଜା ଜଣେ ଭାରତୀୟ ହୋଇଥିବାରୁ ମୁଁ ଭାରତକୁ ନିୟମିତ […]

malik

malik

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 11:43 AM IST

Sports

Latest News

କୋଲ୍‌କାତା: ବିଶ୍ୱକପ୍‌ ଟି-୨୦ରେ ଭାରତ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଅଲ୍‌ରାଉଣ୍ଡର ସୋଏବ୍‌ ମଲ୍ଲିକ।

ସେ କହିଛନ୍ତି,“ଭାରତରେ ମୁଁ ସମ୍ମାନ ବୋଧ କରୁଛି। ଭାରତ-ପାକ୍‌ ଲୋକଙ୍କ ମଧ୍ୟରେ କୌଣସି ପ୍ରଭେଦ ଥିବା ମୁଁ ଦେଖି ପାରୁ ନାହିଁ।”

ସେ ଆହୁରି କହିଛନ୍ତି,“ସୁରକ୍ଷା ବ୍ୟବସ୍ଥା ନେଇ ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଯାଉଛି। ମୋ ପତ୍ନୀ ସାନିଆ ମିର୍ଜା ଜଣେ ଭାରତୀୟ ହୋଇଥିବାରୁ ମୁଁ ଭାରତକୁ ନିୟମିତ ଆସୁଛି। ସୁରକ୍ଷା ନେଇ କୌଣସି ଅସୁବିଧା ହେବ ବୋଲୁ ମୁଁ ଭାବୁ ନାହିଁ। ମୁଁ ଭାରତକୁ ଆସି ଖୁସି ଅନୁଭବ କରୁଛି। ମୁଁ ଭାରତଠାରୁ ବହୁ ସ୍ନେହ ଓ ଶ୍ରଦ୍ଧା ପାଇଛି। ମୁଁ ଭାରତରେ ଥିବାରୁ ନିଜକୁ ସମ୍ମାନିତ ମନେ କରୁଛି।”

ସୋଏବ ମାନିଛନ୍ତି ଯେ ଅନ୍ୟ ଟିମ୍‌ ତୁଳନାରେ ପାକିସ୍ତାନ ଟିକେ ପଛରେ ପଡ଼ିଛି। ତେବେ ଦଳ ପ୍ରୟାସ ଜାରି ରଖିବ ଓ ଏହି ବିଶ୍ୱକପ୍ ଜିତିପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story