ଓଡ଼ିଶା କ୍ରିକେଟ୍‌ରେ ପୁଣି ବୟସ ଜାଲିଆତି ଅଭିଯୋଗ

କଟକ: ବୟସ ଜାଲିଆତିକୁ ନେଇ ବାରମ୍ବାର ବଦନାମ୍‌ ହେବା ପରେ ବି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ରେ କିଛି ସୁଧାର ଆସୁନାହିଁ।  ପୁଣି ବୟସ ଜାଲିଆତି ଅଭିଯୋଗ ଆସିଛି ଓଡ଼ିଶା କ୍ରିକେଟ୍‌ରେ। ୧୯ବର୍ଷରୁ କମ୍‌ ରାଜ୍ୟ କ୍ରିକେଟ୍‌ ଦଳରେ ସାମିଲ୍‌ ହୋଇଥିବା ୬ଜଣ ଖେଳାଳିଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ। ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ସିବିଆଇର ସ୍ପୋର୍ଟସ ଇଣ୍ଟିଗ୍ରିଟି ଉଇଙ୍ଗ ଓ ବିସିସିଆଇ ନିକଟରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ପିଟିସନ୍‌ ଫାଇଲ କରିଛି। […]

oca-office

oca-office

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 08:32 PM IST

Sports

Latest News

କଟକ: ବୟସ ଜାଲିଆତିକୁ ନେଇ ବାରମ୍ବାର ବଦନାମ୍‌ ହେବା ପରେ ବି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ରେ କିଛି ସୁଧାର ଆସୁନାହିଁ।  ପୁଣି ବୟସ ଜାଲିଆତି ଅଭିଯୋଗ ଆସିଛି ଓଡ଼ିଶା କ୍ରିକେଟ୍‌ରେ। ୧୯ବର୍ଷରୁ କମ୍‌ ରାଜ୍ୟ କ୍ରିକେଟ୍‌ ଦଳରେ ସାମିଲ୍‌ ହୋଇଥିବା ୬ଜଣ ଖେଳାଳିଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ। ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ସିବିଆଇର ସ୍ପୋର୍ଟସ ଇଣ୍ଟିଗ୍ରିଟି ଉଇଙ୍ଗ ଓ ବିସିସିଆଇ ନିକଟରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ପିଟିସନ୍‌ ଫାଇଲ କରିଛି। ଏହି ଖେଳାଳିମାନେ ହେଲେ ସୌମେନ୍‌ କୁମାର ଚାନ୍ଦ, ସଂଜୟ ଦାସ, ରଘୁନାଥ ମଲ୍ଲ, ଉମେଶ ଯାଦବ, ଅୟସକାନ୍ତ ସାହୁ, ପ୍ରିତ ସିଂ ଚୌହାନ। ଏହି ଖେଳାଳିଙ୍କୁ ସାର୍ଟିଫିକେଟ ଓ ମ୍ୟାଚ୍‌ ଫି ନ ଦେବାକୁ ସଙ୍ଘ ଦାବି କରିଛି।

ପୂର୍ବରୁ ବୟସ ଜାଲିଆତି ଅଭିଯୋଗରେ ୨୦ ଓଡ଼ିଆ ଖେଳାଳିଙ୍କୁ ବିସିସିଆଇ ବ୍ୟାନ୍‌ କରିସାରିଛି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଖେଳାଳି ଅଛନ୍ତି।

ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଆବାହକ ସୁବ୍ରତ ନନ୍ଦ କହିଛନ୍ତି,“ଡିସେମ୍ବର ୧୦ରେ ସିବିଆଇ ଓ ଓସିଏକୁ ସ୍ମରକପତ୍ର ଦିଆଯାଇଛି। ମ୍ୟୁନିସିପାଲିଟି ପ୍ରମାଣପତ୍ର ଅନୁସାରେ ୧୯୯୭ ଅଗଷ୍ଟରେ ଜଣେ ପିଲା ଜନ୍ମ ଗ୍ରହଣ କରିଛି। ବିସିସିଆଇ ଗାଇଡ ଲାଇନ୍‌ ଅନୁସାରେ ୧୯୯୭ ସେପ୍ଟେମ୍ବର ପରେ ଯିଏ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଖେଳିବା କଥା। ଏହାକୁ ଜାଲିଆତି କରାଯାଇଛି।”

ଓସିଏ ସମ୍ପାଦକ ଆର୍ଶୀବାଦ ବେହେରା କହିଛନ୍ତି,“ସେମାନେ କହୁଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନରେ ବୟସ ଜାଲିଆତି ଅଛି। ସେମାନେ ଏକ ସର୍ବଭାରତୀୟ ସଂସ୍ଥା। ଅନ୍ୟ ଯେଉଁ ରାଜ୍ୟରେ ବୟସ ଜାଲିଆତି ହୋଇଛି ତାହାର ତଦନ୍ତ ପାଇଁ ମଧ୍ୟ ଦାବି କରନ୍ତୁ। କେବଳ ଓସିଏ କଥା କହିବା ଦ୍ୱାରା ଓଡ଼ିଶା ନିନ୍ଦିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story