ଓଡ଼ିଶା ଅଲିମ୍ପିକ ଆସୋସିଏସନର ଅଢ଼େଇ ଏକର ଜମିକୁ ନିଜ ଅଧୀନକୁ ନେଲା ପ୍ରଶାସନ

କଟକ: ଜମି ଅନିୟମିତତା ମାମଲାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନକୁ ଲାଗିଛି ଝଟକା। ଆସୋସିଏସନ୍ ଅଧୀନରେ ଥିବା ୨.୭୦୩ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ଗତ ମାର୍ଚ୍ଚ ୧୬ ତାରିଖରେ ଏହି ବିବାଦୀୟ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିଲା। କିନ୍ତୁ ପୋଲିସ୍ ଉପସ୍ଥିତିରେ କଟକ ଜିଲ୍ଲାପାଳ ଆର୍ ରଘୁରାମ ଆୟାର ଏହି ଜମିରେ ନାଲି ପତାକା ମାରି ତାହାକୁ ପ୍ରଶାସନ ଦଖଲକୁ ନେଇଛନ୍ତି। ପ୍ରଶାସନ ଦଖଲକୁ ଯାଇଥିବା ଏହି […]

odisha olympic

odisha olympic

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:14 AM IST

Sports

Latest News

କଟକ: ଜମି ଅନିୟମିତତା ମାମଲାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନକୁ ଲାଗିଛି ଝଟକା। ଆସୋସିଏସନ୍ ଅଧୀନରେ ଥିବା ୨.୭୦୩ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ଗତ ମାର୍ଚ୍ଚ ୧୬ ତାରିଖରେ ଏହି ବିବାଦୀୟ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିଲା। କିନ୍ତୁ ପୋଲିସ୍ ଉପସ୍ଥିତିରେ କଟକ ଜିଲ୍ଲାପାଳ ଆର୍ ରଘୁରାମ ଆୟାର ଏହି ଜମିରେ ନାଲି ପତାକା ମାରି ତାହାକୁ ପ୍ରଶାସନ ଦଖଲକୁ ନେଇଛନ୍ତି। ପ୍ରଶାସନ ଦଖଲକୁ ଯାଇଥିବା ଏହି ଜମିରେ ଓଡ଼ିଶା କ୍ରିକେଟ ଏକାଡେମୀର ବିଲ୍ଡିଂ, ଖେଳ ପଡ଼ିଆ, ଏକ ଚାରି ମହଲା କୋଠା ଓ ୬ ମହଲା ବିଶିଷ୍ଟ ଏକ ନିର୍ମାଣଧୀନ କୋଠା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story