ପଦ୍ମିନୀ ପୁଣି ଜିତିଲେ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିଅନ୍‌ସିପ୍‌

padmini

ଭୁବନେଶ୍ୱର: ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିଅନ୍‌ସିପ୍‌ରେ ପୁଣି ଚାମ୍ପିଅନ୍ ହୋଇଛନ୍ତି ଓଡ଼ିଆ ଝିଅ ପଦ୍ମିନୀ ରାଉତ। ସେ ୧୧ ରାଉଣ୍ଡରେ ୮ ପଏଣ୍ଟ୍ ପାଇ ଚାମ୍ପିଅନ୍ ହୋଇଛନ୍ତି। ଏହା ସହିତ ସେ ଲଗାତାର ତୃତୀୟ ଥର ପାଇଁ ସେ ଚାମ୍ପିଅନ୍ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଟପଟେନ୍‌ ମହିଳା ଚେସ୍‌ ଖେଳାଳି ଭାଗ ନେଇଥିଲେ।

Previous ArticleNext Article

Send this to a friend