କୋଲକାତାରେ ପହଞ୍ଚିଲା ପାକିସ୍ତାନ୍ ଟିମ୍‌

କୋଲକାତା: ଆଇସିସି ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଟିମ୍‌। ଶାହୀଦ ଆଫ୍ରିଦିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଟେଲ୍‌କୁ ନିଆଯାଇଥିଲା। ଟିମ୍‌ ସହିତ ୧୨ ଜଣ କର୍ମକର୍ତ୍ତା ମଧ୍ୟ ଆସିଛନ୍ତି। ପାକିସ୍ତାନ ସରକାରଙ୍କ ଅନୁମତି ପରେ ଆଜି ପାକିସ୍ତାନର ଲାହୋରରୁ ଦଳ ଆବୁଧାବି ଦେଇ କୋଲକତାରେ ପହଞ୍ଚିଛି।  ଭାରତ, ନ୍ୟୁଜିଲାଣ୍ଡ,  ଓ ଅଷ୍ଟ୍ରେଲିଆ ସହିତ ପାକିସ୍ତାନ ଗ୍ରୁପ-‘ଏ’ […]

pak-team-reached-at-kolkata

pak-team-reached-at-kolkata

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 04:06 PM IST

Sports

Latest News

କୋଲକାତା: ଆଇସିସି ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଟିମ୍‌। ଶାହୀଦ ଆଫ୍ରିଦିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଟେଲ୍‌କୁ ନିଆଯାଇଥିଲା। ଟିମ୍‌ ସହିତ ୧୨ ଜଣ କର୍ମକର୍ତ୍ତା ମଧ୍ୟ ଆସିଛନ୍ତି।

ପାକିସ୍ତାନ ସରକାରଙ୍କ ଅନୁମତି ପରେ ଆଜି ପାକିସ୍ତାନର ଲାହୋରରୁ ଦଳ ଆବୁଧାବି ଦେଇ କୋଲକତାରେ ପହଞ୍ଚିଛି।  ଭାରତ, ନ୍ୟୁଜିଲାଣ୍ଡ,  ଓ ଅଷ୍ଟ୍ରେଲିଆ ସହିତ ପାକିସ୍ତାନ ଗ୍ରୁପ-‘ଏ’ ରେ ରହିଛି। ମାର୍ଚ୍ଚ ୧୬ ତାରିଖରୁ ପାକିସ୍ତାନ ତା’ର ଅଭିଯାନ ଆରମ୍ଭ କରିବ। ଏହି ଦିନ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ଏକ ଦଳ ସହିତ ଖେଳିବ। ମାର୍ଚ୍ଚ -୧୯ରେ କୋଲକାତାରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ।

ଭାରତ ସରକାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁରକ୍ଷା ନେଇ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ମିଳିବା ପରେ ଆଜି ପାକ୍‌ ଟିମ୍‌କୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବାକୁ ପାକିସ୍ତାନ ସରକାର ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story