କାନ୍ଦିଲେ ନଗ୍ନ ନୃତ୍ୟ କରିବାକୁ ଘୋଷଣା କରିଥିବା ବଲୋଚ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ଜିତି ଗଲେ ନଗ୍ନ ହୋଇ ନୃତ୍ୟ କରିବାକୁ ଘୋଷଣା କରିଥିବା ପାକିସ୍ତାନୀ ମଡେଲ୍‌ କନ୍ଦିଲ ବଲୋଚଙ୍କ ଆଶା ପୂରଣ ହୋଇପାରିଲା ନାହିଁ। କାରଣ ଗତକାଲି କୋଲକାତାଠାରେ ଖେଳା ଯାଇଥିବା ଭାରତ-ପାକ୍ ମ୍ୟାଚ୍‌ରେ ପାକ୍ ହାରି ଯାଇଥିଲା। ପାକିସ୍ତାନ ହାରି ଯିବା ପରେ ସେ ଭୋ ଭୋ କରି କାନ୍ଦି ଥିଲେ। ମ୍ୟାଚ୍‌ ଫଳାଫଳ ଆସିବା ପରେ ବଲୋଚ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି […]

baloch

baloch

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 12:36 PM IST

balochନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ଜିତି ଗଲେ ନଗ୍ନ ହୋଇ ନୃତ୍ୟ କରିବାକୁ ଘୋଷଣା କରିଥିବା ପାକିସ୍ତାନୀ ମଡେଲ୍‌ କନ୍ଦିଲ ବଲୋଚଙ୍କ ଆଶା ପୂରଣ ହୋଇପାରିଲା ନାହିଁ। କାରଣ ଗତକାଲି କୋଲକାତାଠାରେ ଖେଳା ଯାଇଥିବା ଭାରତ-ପାକ୍ ମ୍ୟାଚ୍‌ରେ ପାକ୍ ହାରି ଯାଇଥିଲା। ପାକିସ୍ତାନ ହାରି ଯିବା ପରେ ସେ ଭୋ ଭୋ କରି କାନ୍ଦି ଥିଲେ।

ମ୍ୟାଚ୍‌ ଫଳାଫଳ ଆସିବା ପରେ ବଲୋଚ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଥିଲେ। ଏଥିରେ ସେ ଭାରତର ବିଜୟ ପାଇଁ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଆମେ ହାରିଗଲୁ, ଆମେ ଲୁଜର୍’ ବୋଲି କହୁଥିବା ଶୁଣିବାକୁ ମିଳିଛି। ସେହିଭଳି ଭାରତୀୟ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ସେ ନାଚିଛନ୍ତି, କିନ୍ତୁ ନଗ୍ନ ନୃତ୍ୟ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story