‘ଭାରତକୁ ହରାଇ ଫାଇନାଲରେ ପହଞ୍ଚି ପାରିବ ପାକିସ୍ତାନ’

କରାଚୀ: ଚଳିତ ଏସିଆ କପ୍‌ରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିବାର କ୍ଷମତା ପାକିସ୍ଥାନ ନିକଟରେ ରହିଛି। ସୋମବାର ମୀରପୁରରେ ଦଳୀୟ ଖେଳାଳିଙ୍କୁ ଭେଟି ଏହା କହିଛନ୍ତି ପାକିସ୍ଥାନର ମୁଖ୍ୟ ଚୟନକର୍ତ୍ତା ହାରୁନ୍‌ ରଶିଦ୍‌। ସେ ଭାରତଠାରୁ ଦଳ ପରାଜିତ ହୋଇଥିଲେ ମଧ୍ୟ ଫାଇନାଲକୁ ଯାଇପାରିବ ବୋଲି କହିଛନ୍ତି। ଦଳରେ ଭଲ ବୋଲର ଓ ମ୍ୟାଚ ୱିନର ଖେଳାଳି ଅଛନ୍ତି, ସେମାନେ ଦଳକୁ ବିଜୟୀ କରାଇବାରେ ସମର୍ଥ ହେବେ ବୋଲି ଦଳୀୟ ଖେଳାଳିଙ୍କୁ ଭେଟିବା ପରେ ସେ କହିଛନ୍ତି। […]

Mohammad Amir

Mohammad Amir

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 02:22 PM IST

କରାଚୀ: ଚଳିତ ଏସିଆ କପ୍‌ରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିବାର କ୍ଷମତା ପାକିସ୍ଥାନ ନିକଟରେ ରହିଛି। ସୋମବାର ମୀରପୁରରେ ଦଳୀୟ ଖେଳାଳିଙ୍କୁ ଭେଟି ଏହା କହିଛନ୍ତି ପାକିସ୍ଥାନର ମୁଖ୍ୟ ଚୟନକର୍ତ୍ତା ହାରୁନ୍‌ ରଶିଦ୍‌। ସେ ଭାରତଠାରୁ ଦଳ ପରାଜିତ ହୋଇଥିଲେ ମଧ୍ୟ ଫାଇନାଲକୁ ଯାଇପାରିବ ବୋଲି କହିଛନ୍ତି। ଦଳରେ ଭଲ ବୋଲର ଓ ମ୍ୟାଚ ୱିନର ଖେଳାଳି ଅଛନ୍ତି, ସେମାନେ ଦଳକୁ ବିଜୟୀ କରାଇବାରେ ସମର୍ଥ ହେବେ ବୋଲି ଦଳୀୟ ଖେଳାଳିଙ୍କୁ ଭେଟିବା ପରେ ସେ କହିଛନ୍ତି। ଆସନ୍ତା ମ୍ୟାଚରେ ଦଳ କିପରି ଭଲ ଖେଳିବ ସେ ନେଇ ମଧ୍ୟ ରଶିଦ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story