ଆଇପିଏଲରୁ ୧୨.୫ କୋଟି ପାଇଥିବା ଏହି କ୍ରିକେଟର୍‌, ଆଜି ବି ରହୁଛନ୍ତି ୨ଟି ରୁମ୍‌ ଥିବା ଘରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ୍‌ ପକ୍ଷରୁ ଖେଳୁଥିବା ଷ୍ଟାର୍‌ ସ୍ପିନର୍‌ ସୁନିଲ ନାରେନ୍‌ ଆଜି କାଲି ତାଙ୍କ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁନିଲ ନାରେନ୍‌ ବର୍ତ୍ତାମାନ ପାକିସ୍ତାନରେ ସୁପର ଲିଗ୍‌ ଖେଳୁଛନ୍ତି। ଆଇପିଏଲ ସିଜିନ ୧୧ ପାଇଁ କୋଲକାତା, ନାରେନ୍‌ଙ୍କ ପାଇଁ ୧୨.୫ କୋଟି ଖର୍ଚ୍ଚ କରିଛି। ନାରେନଙ୍କୁ କୋଲକାତା ଏଥର ରିଟେନ୍ କରିଥିଲା। ନାରେନଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ଆଉ ଜଣେ କ୍ରିକେଟର୍‌ ଆନ୍ଦ୍ରେ ରସେଲ୍‌ଙ୍କୁ ମଧ୍ୟ କୋଲକାତା ରିଟେନ୍‌ କରିଛି। […]

sourabh_1521654029

sourabh_1521654029

Ordigital Desk
  • Published: Thursday, 22 March 2018
  • Updated: 22 March 2018, 09:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ୍‌ ପକ୍ଷରୁ ଖେଳୁଥିବା ଷ୍ଟାର୍‌ ସ୍ପିନର୍‌ ସୁନିଲ ନାରେନ୍‌ ଆଜି କାଲି ତାଙ୍କ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁନିଲ ନାରେନ୍‌ ବର୍ତ୍ତାମାନ ପାକିସ୍ତାନରେ ସୁପର ଲିଗ୍‌ ଖେଳୁଛନ୍ତି। ଆଇପିଏଲ ସିଜିନ ୧୧ ପାଇଁ କୋଲକାତା, ନାରେନ୍‌ଙ୍କ ପାଇଁ ୧୨.୫ କୋଟି ଖର୍ଚ୍ଚ କରିଛି। ନାରେନଙ୍କୁ କୋଲକାତା ଏଥର ରିଟେନ୍ କରିଥିଲା। ନାରେନଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ଆଉ ଜଣେ କ୍ରିକେଟର୍‌ ଆନ୍ଦ୍ରେ ରସେଲ୍‌ଙ୍କୁ ମଧ୍ୟ କୋଲକାତା ରିଟେନ୍‌ କରିଛି।

କୋଟି କୋଟି ଟଙ୍କା କମାଉ ଥିବା ନାରେନ କିନ୍ତୁ ଆଜିବି ୨ଟି ରୁମ୍‌ ଥିବା ଏକ ଛୋଟ ଘରେ ରୁହନ୍ତି। ଯେଉଁ ଘର ନାରେନ୍‌ଙ୍କ ପିତା କିଛି ଦିନ ପୂର୍ବେ କିଣିଥିଲେ। ସୁନିଲ ନାରେନ୍‌ଙ୍କ ଜନ୍ମ ୱେଷ୍ଟଇଣ୍ଡସର ତ୍ରିନିଦାଦା ଏଣ୍ଡ ଟୋବାଗୋରେ ୧୯୮୮ ମସିହା ମେ ମାସ ୨୬  ତାରିଖରେ ହୋଇଥିଲା। ସେ ଜନ୍ମ ହେବା ପରେ ତାଙ୍କ ପିତା ପୁଅର ନାଁ ସୁନିଲ୍ ରଖିଥିଲେ। କାରଣ ନାରେନଙ୍କ ପିତା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କାରଙ୍କ ବହୁତ ବଡ଼ ଫ୍ୟାନ୍‌ ଥିଲେ। ଫଳରେ ନିଜ ପୁଅ ନାଁ ସୁନିଲ୍‌ ନାରେନ୍‌ ରଖିଦେଲେ। ସୁନିଲଙ୍କ ପିତା ଗାଭାସ୍କରଙ୍କୁ ଏତେ ପସନ୍ଦ କରୁଥିଲେ ଯେ ଯେତେବେଳେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ହେଉଥାଏ ସେତେବେଳେ ସେ ଭାରତକୁ ସପୋର୍ଟ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story