ଫିଫା ବିଶ୍ୱକପ: ପୁଣି ଚାଲିଲା ରୋନାଲ୍ଡୋଙ୍କ ଯାଦୁ, ପର୍ତ୍ତୁଗାଲର ପ୍ରି-କ୍ୱାଟର୍‌ ଆଶା ଉଜ୍ଜୀବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପରେ ତିନିଟି ମ୍ୟାଚ ଖେଳାଯାଉଛି। ପର୍ତ୍ତୁଗାଲ ଓ ମରକ୍କୋ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୧-୦ରେ ବିଜୟୀ ହୋଇଛି ରୋନାଲ୍ଡୋଙ୍କ ଟିମ୍‌। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ପର୍ତ୍ତୁଗାଲ ଆକ୍‌ର୍ଷଣୀୟ ଖେଳ ଜାରି ରଖିଥିବା ସହ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଗୋଲରେ ବିଜୟୀ ହୋଇଛି ଦଳ। ଫଳରେ ପର୍ତ୍ତୁଗାଲ ପାଇଁ ପ୍ରି-କ୍ୱାର୍ଟର ଫାଇନାଲ୍‌ ଖେଳିବା ସମ୍ଭାବନା ବଢ଼ିଯାଇଛି। ପ୍ରଥମ ମ୍ୟାଚ ଭଳି ଏଥିରେ ମଧ୍ୟ ଦର୍ଶକ, ରୋନାଲ୍ଡୋଙ୍କ ଯାଦୁ ଦେଖିବାକୁ ପାଇଥିଲେ। ଏହି ମ୍ୟାଚ୍‌ରେ ସେ ଏକମାତ୍ର […]

tag_reuters.com,2018_newsml_RC163D2945E0_294059427_768x432

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପରେ ତିନିଟି ମ୍ୟାଚ ଖେଳାଯାଉଛି। ପର୍ତ୍ତୁଗାଲ ଓ ମରକ୍କୋ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୧-୦ରେ ବିଜୟୀ ହୋଇଛି ରୋନାଲ୍ଡୋଙ୍କ ଟିମ୍‌। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ପର୍ତ୍ତୁଗାଲ ଆକ୍‌ର୍ଷଣୀୟ ଖେଳ ଜାରି ରଖିଥିବା ସହ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଗୋଲରେ ବିଜୟୀ ହୋଇଛି ଦଳ।

ଫଳରେ ପର୍ତ୍ତୁଗାଲ ପାଇଁ ପ୍ରି-କ୍ୱାର୍ଟର ଫାଇନାଲ୍‌ ଖେଳିବା ସମ୍ଭାବନା ବଢ଼ିଯାଇଛି। ପ୍ରଥମ ମ୍ୟାଚ ଭଳି ଏଥିରେ ମଧ୍ୟ ଦର୍ଶକ, ରୋନାଲ୍ଡୋଙ୍କ ଯାଦୁ ଦେଖିବାକୁ ପାଇଥିଲେ। ଏହି ମ୍ୟାଚ୍‌ରେ ସେ ଏକମାତ୍ର ଗୋଲ୍ କରିବା ସହ ଚଳିତ ବିଶ୍ୱକପରେ ସର୍ବାଧିକ ୪ଟି ଗୋଲ୍‌ ନିଜ ନାଁରେ କରିଛନ୍ତି।

ସେପଟେ ଗୋଟିଏ ମ୍ୟାଚ ଡ୍ର ଓ ଅନ୍ୟଟିରେ ବିଜୟ ହାସଲ କରି ପର୍ତ୍ତୁଗାଲ ୪ ଅଙ୍କ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ସ୍ପେନ ବିପକ୍ଷ ମ୍ୟାଚରେ ୩-୩ ଗୋଲରେ ମ୍ୟାଚ ଡ୍ର ରଖି ଉଭୟ ଦଳ ୧ ପଏଣ୍ଟ ହାସଲ କରିଥିଲେ। 

ସେହିପରି ଗ୍ରୁପ-ବି’ର ଅନ୍ୟ ଏକ ମ୍ୟାଚରେ ସ୍ପେନ ଭେଟିବ ଇରାନକୁ। ରାତି ୧୧ଟା ୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଦେଖିବାକୁ ମିଳିବ କଡା ଟକ୍କର। ଚଳିତ ବର୍ଷ ଫିଫା ବିଶ୍ୱକପ ବିଜେତା ରେସରେ ଥିବା ସ୍ପେନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଏହି ମ୍ୟାଚରେ ପରାଜିତ କିମ୍ବା ଡ୍ର ରଖିଲେ ଦଳର ଫିଫା ବିଶ୍ୱକପ ଅଶା ମଉଳିବା ସମ୍ଭାବନା ରହିଛି। ତେବେ ସ୍ପେନ ଏହି ମ୍ୟାଚ ଜିତି ପ୍ରି-କ୍ୱାର୍ଟର ଦୌଡରେ ସାମିଲ ହେବାକୁ ଚେଷ୍ଟା କରିବ। 

ସେପଟେ ଶକ୍ତିଶାଳୀ ଉରୁଗୁଏକୁ ଭେଟିବ ସାଉଦି ଆରବ। ରୋସ୍ତୋଭ ସେରେନା ଷ୍ଟାଡିୟମରେ ରାତି ୮ଟା ୩୦ରେ ଦୁଇ ଟିମ୍ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ। ଏହି ମ୍ୟାଚରେ ଉରୁଗୁଏର ପଲ୍ଲା ଭାରି ରହିଛି। ଉରୁଗୁଏ ଏହି ମ୍ୟାଚକୁ ଜିତି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସମ୍ଭାବନା ରହିଛି। ଉରୁଗୁ୍ଏ ଖେଳିଥିବା ଗୋଟିଏ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story