ଓଡିଶାରେ ହକି ଇଣ୍ଡିଆ ସେଣ୍ଟ୍ରାଲ ଜୋନ୍ ମ୍ୟାନେଜର: ଖେଳାଳି ଓ କୋଚଙ୍କୁ ଦେଲେ ପ୍ରଶିକ୍ଷଣ

ଭୁବନେଶ୍ୱର:ଓଡ଼ିଶାରେ ଥିବା ହକି ଖେଳାଳିମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସେଣ୍ଟ୍ରାଲ ଜୋନ୍ ମ୍ୟାନେଜର ଏମ୍. କେ. କୌଶିକ। କୌଶିକ ମଙ୍ଗଳବାର ଭୁବନେଶ୍ୱର  କଳିଙ୍ଗ ଷ୍ଟାଡିୟମରେ ଖେଳାଳି ତଥା କୋଚଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ତାଲିମ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ କିଭଳି ଉନ୍ନତି ଆଣିପାରିବେ ସେ ନେଇ କୋଚମାନଙ୍କୁ ନୂଆ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ସେ। କଳିଙ୍ଗ ଷ୍ଟାଡିୟମ୍ ପରେ କୌଶିକ, ସୁନ୍ଦରଗଡ଼, ରାଉରକେଲା ଓ ପାନପୋଷ […]

hockey

hockey

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 01:06 PM IST

Sports

Latest News

ଭୁବନେଶ୍ୱର:ଓଡ଼ିଶାରେ ଥିବା ହକି ଖେଳାଳିମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସେଣ୍ଟ୍ରାଲ ଜୋନ୍ ମ୍ୟାନେଜର ଏମ୍. କେ. କୌଶିକ। କୌଶିକ ମଙ୍ଗଳବାର ଭୁବନେଶ୍ୱର  କଳିଙ୍ଗ ଷ୍ଟାଡିୟମରେ ଖେଳାଳି ତଥା କୋଚଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ତାଲିମ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ କିଭଳି ଉନ୍ନତି ଆଣିପାରିବେ ସେ ନେଇ କୋଚମାନଙ୍କୁ ନୂଆ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ସେ। କଳିଙ୍ଗ ଷ୍ଟାଡିୟମ୍ ପରେ କୌଶିକ, ସୁନ୍ଦରଗଡ଼, ରାଉରକେଲା ଓ ପାନପୋଷ ଯାଇ ସେଠାରେ ଖେଳାଳି ତଥା କୋଚମାନଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story