ବାପା ହେବେ ଏହି କ୍ରିକେଟର୍‌: ୨୦୧୮ରେ ଜାଣନ୍ତୁ କେଉଁ ଷ୍ଟାର୍‌ ଦମ୍ପତି ବନିପାରନ୍ତି ପିତା-ମାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା ତାଙ୍କ ପ୍ରଶଂସକଙ୍କୁ ନୂଆବର୍ଷର ଶୁଭେଚ୍ଛା ସହ ଏକ ଖୁସି ଖବର ଦେଇଛନ୍ତି। ସେ ଖୁବ୍ ଶୀଘ୍ର  ବାପା ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି। ପୂଜାରା ଏବେ ଟିମ୍‌ ଇଣ୍ଡିଆ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ପୂଜାରାଙ୍କ ପତ୍ନୀଙ୍କ ନାଁ ପୁଜା ପାବରୀ। ପୂଜାଙ୍କୁ ୨୦୧୩ ଫେବ୍ରୁଆରୀ ୧୩ ତାରିଖରେ ପୂଜାରା ବିବାହ କରିଥିଲେ। ପୂଜାରା ଯେତେବେଳେ ବ୍ୟାଟିଂ କରିଥାନ୍ତି ସର୍ବାଦା ପୂଜା ଷ୍ଟାଡିୟମରେ ବସି ତାଙ୍କ ପତିଙ୍କୁ […]

india-dejected-england

india-dejected-england

Ordigital Desk
  • Published: Tuesday, 02 January 2018
  • Updated: 02 January 2018, 01:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା ତାଙ୍କ ପ୍ରଶଂସକଙ୍କୁ ନୂଆବର୍ଷର ଶୁଭେଚ୍ଛା ସହ ଏକ ଖୁସି ଖବର ଦେଇଛନ୍ତି। ସେ ଖୁବ୍ ଶୀଘ୍ର  ବାପା ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି। ପୂଜାରା ଏବେ ଟିମ୍‌ ଇଣ୍ଡିଆ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି।

ପୂଜାରାଙ୍କ ପତ୍ନୀଙ୍କ ନାଁ ପୁଜା ପାବରୀ। ପୂଜାଙ୍କୁ ୨୦୧୩ ଫେବ୍ରୁଆରୀ ୧୩ ତାରିଖରେ ପୂଜାରା ବିବାହ କରିଥିଲେ। ପୂଜାରା ଯେତେବେଳେ ବ୍ୟାଟିଂ କରିଥାନ୍ତି ସର୍ବାଦା ପୂଜା ଷ୍ଟାଡିୟମରେ ବସି ତାଙ୍କ ପତିଙ୍କୁ ଚିୟର୍ସ କରିଥାନ୍ତି। ଶୁଣିବାକୁ ମିଳେ ପୂଜାରାଙ୍କ ସଫଳ କ୍ୟାରିୟର ପଛରେ ପୂଜାଙ୍କ ହାତ ଅଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି ୨୦୦୫ରେ ପୂଜାରାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୂଜାରାଙ୍କ ପିତା ତାଙ୍କୁ କ୍ରିକେଟର୍‌ ବନେଇବା ପାଇଁ ବହୁ ପରିଶ୍ରମ କିରଥିଲେ। ପତ୍ନୀ ପୂଜା ମଧ୍ୟ ପୂଜାରାଙ୍କୁ ସର୍ବଦା ସପୋର୍ଟ କରିଆସିଛନ୍ତି।

ଅନ୍ୟପଟେ ରୋହିତ ଶର୍ମା-ରୀତିକା, ଆଜିଙ୍କ୍ୟ ରାହାନେ-ରାଧିକା, ଉମେଶ ଯାଦବ-ତାନ୍ୟା, ଇଶାନ୍ତ ଶର୍ମା-ପ୍ରତିମା ଓ ଦିନେଶ କାର୍ତ୍ତିକ-ଦୀପିକାଙ୍କ ଯୋଡ଼ି ୨୦୧୮ରେ ପ୍ୟାରେଣ୍ଟ ବନିପାରନ୍ତି। ରୋହିତ ଓ ରୀତିକା ୨୦୧୫ ଡିସେମ୍ବର ୧୩ରେ ବିବାହ କରିଥିଲେ। ସେହିପରି ରାହାନେ-ରାଧିକା ଯୋଡ଼ି ୨୬ ଡିସେମ୍ବର ୨୦୧୪ରେ ବିବାହ କରିଥିଲେ। ଉମେଶ ଯାଦବ-ତାନ୍ୟା ଯୋଡ଼ି ୨୦୧୩ ମେ’ ମାସ ୨୯ ତାରିଖରେ ବିବାହ କରିଥିଲେ, ଇଶାନ୍ତ ଶର୍ମା-ପ୍ରତିମାଙ୍କ ବିବାହ ୧୦ ଡିସେମ୍ବର୨୦୧୬ରେ ହୋଇଥିବା ବେଳେ ଦିନେଶ କାର୍ତ୍ତିକ-ଦୀପିକାଙ୍କ ଯୋଡ଼ି ୧୮ ଅଗଷ୍ଟ ୨୦୧୫ରେ ବିବାହ କରିଥିଲେ।

https://youtu.be/PYF5Ce6QGfY?t=9

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story