ନମ୍ବର-2 ଓ ନମ୍ବର-3 ଟିମ୍‌ ମଧ୍ୟରେ ଲଢେଇ ଜାରି: ପ୍ରଥମଥର ପାଇଁ ଚଳିତ ଆଇପିଏଲରେ ବ୍ୟତିକ୍ରମ

ଚଳିତ ଆଇପିଏଲର ଆଜିର ଏକ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ ଅଧିନାୟକ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ପୂର୍ବରୁ ଯେଉଁ ଅଧିନାୟକ ଟସ୍‌ ଜିତନ୍ତି ସେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। ତେଣୁ ପ୍ରଥମ ଥର ପାଇଁ ଅଶ୍ୱିନଙ୍କ ନିକଟରେ […]

IPL-trophy

IPL-trophy

Rakesh Mallick
  • Published: Thursday, 19 April 2018
  • Updated: 19 April 2018, 08:20 PM IST

Sports

Latest News

ଚଳିତ ଆଇପିଏଲର ଆଜିର ଏକ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ ଅଧିନାୟକ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ପୂର୍ବରୁ ଯେଉଁ ଅଧିନାୟକ ଟସ୍‌ ଜିତନ୍ତି ସେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। ତେଣୁ ପ୍ରଥମ ଥର ପାଇଁ ଅଶ୍ୱିନଙ୍କ ନିକଟରେ ବ୍ୟତିକ୍ରମ ଦେଖାଦେଇଛି। ସେ ଆଜି ଟସ୍‌ ଜିତି ଫିଲ୍ଡିଂ କରିବା ପରିବର୍ତ୍ତେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି।

ହାଇଦ୍ରାବାଦ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଦ୍ୱିତୀୟରେ ଥିବା ବେଳେ ପଞ୍ଜାବ ୩ଟି ମ୍ୟାଚ୍‌ରୁ ୨ଟି ରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ହାଇଦ୍ରାବା ଆଜିର ମ୍ୟାଚ୍‌ ଜିତି ଅପରାଜୟ ଧାରାକୁ ବଜାଇ ରଖିବାକୁ ଚେଷ୍ଟା କରିବାକୁ ଚାହିଁବ। ସେପଟେ ନିଜ ଘରୋଇ ପରିବେଶରେ ପଞ୍ଜାବ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story