IPL-11: ଟସ୍‌ ଜିତି ପଞ୍ଜାବର ଫିଲ୍ଡିଂ ନିଷ୍ପତ୍ତି

ଆଇପିଏଲର ଆଜି ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ଟି କୋଲକାତାର ଇଡେନ୍‌ ଗାର୍ଡେନରେ ଅପରାହ୍ନ ୪ଟାରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ କେକେଆର୍‌ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ବେଙ୍ଗାଲୁରୁ ଠାରେ ରାତି ୮ଟାରେ ଆର୍‌ସିବି ଓ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟରେ ଖେଳାଯିବ। ଆଜିର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ଆର୍‌ ଅଶ୍ୱିନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି। ମୋହିତ […]

ipl-2018-battle-royale-as-table-toppers-kkr-to-face-mighty-kxip

ipl-2018-battle-royale-as-table-toppers-kkr-to-face-mighty-kxip

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 03:48 PM IST

Sports

Latest News

ଆଇପିଏଲର ଆଜି ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ଟି କୋଲକାତାର ଇଡେନ୍‌ ଗାର୍ଡେନରେ ଅପରାହ୍ନ ୪ଟାରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ କେକେଆର୍‌ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ବେଙ୍ଗାଲୁରୁ ଠାରେ ରାତି ୮ଟାରେ ଆର୍‌ସିବି ଓ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟରେ ଖେଳାଯିବ। ଆଜିର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ଆର୍‌ ଅଶ୍ୱିନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି। ମୋହିତ ଶର୍ମାଙ୍କ ବଦଳରେ ଅଙ୍କିତ ରାଜପୁତଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପଟେ କୋଲକାତା ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos