ଫିଫା ବିଶ୍ୱକପ: ଆଜି ଦୁଇ ଦୁଇଟି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାର୍ଟର୍ ଫାଇନାଲ୍‌ରେ ଆଜି ଦୁଇଟି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ୟଙ୍ଗ ବ୍ରିଗେଡ଼ ସ୍ୱିଡେନକୁ ଭେଟିବ ଶକ୍ତିଶାଳୀ ଇଂଲଣ୍ଡ। ୟୁରୋପ ମହାଦେଶର ଏହି ଦୁଇ ଦଳ ମଧ୍ୟରେ ହେବ କଡ଼ା ଟକ୍କର୍‌। ପୂର୍ବରୁ ନକ୍ ଆଉଟ୍ ରାଉଣ୍ଡରେ ଭଳ ପ୍ରଦର୍ଶନ କରିଥିବା ଇଂଲଣ୍ଡ ନିଜ ଆଟାକିଂ ଗେମ୍ ପାଇଁ ବେଶ୍‌ ଜଣାଶୁଣା। ସେହିପରି ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଧୁରନ୍ଧର ସ୍ୱିଡେନ୍ ଉପରେ ରହିବ ନଜର। ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ଖେଳାଯିବ ଏହି […]

ffff

ffff

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାର୍ଟର୍ ଫାଇନାଲ୍‌ରେ ଆଜି ଦୁଇଟି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ୟଙ୍ଗ ବ୍ରିଗେଡ଼ ସ୍ୱିଡେନକୁ ଭେଟିବ ଶକ୍ତିଶାଳୀ ଇଂଲଣ୍ଡ। ୟୁରୋପ ମହାଦେଶର ଏହି ଦୁଇ ଦଳ ମଧ୍ୟରେ ହେବ କଡ଼ା ଟକ୍କର୍‌। ପୂର୍ବରୁ ନକ୍ ଆଉଟ୍ ରାଉଣ୍ଡରେ ଭଳ ପ୍ରଦର୍ଶନ କରିଥିବା ଇଂଲଣ୍ଡ ନିଜ ଆଟାକିଂ ଗେମ୍ ପାଇଁ ବେଶ୍‌ ଜଣାଶୁଣା। ସେହିପରି ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଧୁରନ୍ଧର ସ୍ୱିଡେନ୍ ଉପରେ ରହିବ ନଜର। ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ଖେଳାଯିବ ଏହି ମ୍ୟାଚ୍।

ସେହିଭଳି ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଆୟୋଜକ ରୁଷକୁ ଭେଟିବ କ୍ରୋଏସିଆ। ଚଳିତ ସିଜନରେ ରୁଷର ପଲା ଭାରୀ ଥିବା ବେଳେ ୟଙ୍ଗ ବାହିନୀକୁ ନେଇ ପଡ଼ିଆକୁ ଓହ୍ଲାଇବ କ୍ରୋଏସିଆ। ରାତି ୧୧ଟା ୩୦ରେ ଉଭୟଙ୍କ ମଧ୍ୟରେ ହେବ ଟକ୍କର। ଯେଉଁ ମ୍ୟାଚ୍‌କୁ ନେଇ ସାରା ବିଶ୍ୱର ନଜର ରହିଛି।

Image result for russia vs croatia match

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story