IPL-11: ମୁମ୍ବାଇ ବିପକ୍ଷରେ ଛକା ମାରି ମ୍ୟାଚ୍ ଜିତାଇଲେ ଏହି ଖେଳାଳି

ମୁମ୍ବାଇ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍‌ରେ ବିଜୟୀ। ଛକା ମାରି ରାଜସ୍ଥାନକୁ ଜିତାଇଲେ କେ. ଗୌତ୍ତମ। ଶେଷ ଓଭରରେ ଜିତିବାକୁ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ଗୋଟିଏ ବଲ୍‌ ବାକି ଥାଇ ରାଜସ୍ଥାନ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଗୋଟିଏ ସମୟରେ ଲାଗୁଥିଲା ରାଜସ୍ଥାନ ମ୍ୟାଚ୍‌ ହାରିଯିବ ହେଲେ ଉଚିତ୍‌ ସମୟରେ କେ. ଗୌତ୍ତମ ବିସ୍ଫୋରକ ବ୍ୟାଟିଂ କରି ଟିମ୍‌କୁ ବିଜୟୀ କରାଇଥିଲେ। ସେ ମାତ୍ର ୧୧ଟି ବଲ୍‌ରେ ୩୩ ରନର ଆକର୍ଷଣୀୟ ଇଂନିସ […]

vivo-ipl-2018-m21-rr-v-mi_0313f21c-465a-11e8-a5d3-1ef93e3dfeed

Rakesh Mallick
  • Published: Monday, 23 April 2018
  • Updated: 23 April 2018, 12:09 AM IST

ମୁମ୍ବାଇ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍‌ରେ ବିଜୟୀ। ଛକା ମାରି ରାଜସ୍ଥାନକୁ ଜିତାଇଲେ କେ. ଗୌତ୍ତମ। ଶେଷ ଓଭରରେ ଜିତିବାକୁ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ଗୋଟିଏ ବଲ୍‌ ବାକି ଥାଇ ରାଜସ୍ଥାନ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଗୋଟିଏ ସମୟରେ ଲାଗୁଥିଲା ରାଜସ୍ଥାନ ମ୍ୟାଚ୍‌ ହାରିଯିବ ହେଲେ ଉଚିତ୍‌ ସମୟରେ କେ. ଗୌତ୍ତମ ବିସ୍ଫୋରକ ବ୍ୟାଟିଂ କରି ଟିମ୍‌କୁ ବିଜୟୀ କରାଇଥିଲେ। ସେ ମାତ୍ର ୧୧ଟି ବଲ୍‌ରେ ୩୩ ରନର ଆକର୍ଷଣୀୟ ଇଂନିସ ଖେଳି ମ୍ୟାଚ୍‌ର ହିରୋ ସାଜିଥିଲେ।

ଜୟପୁରର ସୱାଇ ମାନସିଂ ଷ୍ଟାଟିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌ ସଂଗ୍ରହ କରିଥିଲା। ଜବାବାରେ ଗୋଟିଏ ବଲ୍‌  ବାକି ଥାଇ ରାଜସ୍ଥାନ ଏହି ଟାର୍ଗେଟ୍‌କୁ ହାସଲ କରିନେଇଛି। ଏହି ବିଜୟ ସହ ରାଜସ୍ଥାନ ୬ ପଏଣ୍ଟ ସହ ଗ୍ରୁପର୍‌ ୫ମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story